କନକ ବ୍ୟୁରୋ : ରାଜସ୍ଥାନ ରାଜଧାନୀ ଜୟପୁରରେ ଅନୁଷ୍ଠିତ ହୋଇଯାଇଛି ମିସ୍ ୟୁନିଭର୍ସ ଇଣ୍ଡିଆ- ୨୦୨୪ । ଚଳିତ ବର୍ଷ ମିସ୍ ୟୁନିଭର୍ସ ଇଣ୍ଡିଆ ବିଜୟୀ ହୋଇଛନ୍ତି ରିୟା ସିଂଘା । ୫୧ ଜଣ ବଛା ବଛା ସୁନ୍ଦରୀଙ୍କୁ ପଛରେ ପକାଇ ମୁକୁଟ ହାତେଇଛନ୍ତି ରିୟା । ଏବେ ସେ ଅନ୍ତର୍ଜାତୀୟ ମିସ୍ ୟୁନିଭର୍ସ ପ୍ରତିଯୋଗୀତିରେ ଭାରତକୁ ପ୍ରତିନିଧିତ୍ବ କରିବେ । ୧୦ ବର୍ଷ ତଳେ ଏହି ମୁକୁଟ ହାତେଇଥିବା ଅଭିନେତ୍ରୀ ଉର୍ବଷି ରୌତେଲା, ରିୟାଙ୍କୁ ମୁକୁଟ ପିନ୍ଧାଇଛନ୍ତି । ପ୍ରତିଯୋଗୀତା ଜିତିବା ପରେ ରିୟା କହିଛନ୍ତି, ଏହି ସ୍ଥାନରେ ପହଞ୍ଚିବା ପାଇଁ ମତେ ଅନେକ ପରିଶ୍ରମ କରିବାକୁ ପଡିଛି ।
ରେହା ସିଂଘା ହେଲେ ମିସ୍ ୟୁନିଭର୍ସ ଇଣ୍ଡିଆ । ୫୧ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜିତିଲେ ପ୍ରତିଯୋଗିତା
ରାଜସ୍ଥାନ ରାଜଧାନୀ ଜୟପୁରରେ ଅନୁଷ୍ଠିତ ହୋଇଯାଇଛି ମିସ୍ ୟୁନିଭର୍ସ ଇଣ୍ଡିଆ- ୨୦୨୪ । ଚଳିତ ବର୍ଷ ମିସ୍ ୟୁନିଭର୍ସ ଇଣ୍ଡିଆ ବିଜୟୀ ହୋଇଛନ୍ତି ରିୟା ସିଂଘା ।
/kanak/media/media_files/EvX9AUCATpUYHubkQBe4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)