କନକ ବ୍ୟୁରୋ: ଆରମ୍ଭ ହେଲା ପୁରୀ ହବିଷିଆଳି ଶିବିର ପାଇଁ ପଞ୍ଜୀକରଣ । ଅନଲାଇନରେ ଓପନ ହୋଇଛି ଲିଙ୍କ୍ । edistrict.odisha.gov.in ରେ ପଞ୍ଜିକରଣ କରିବେ ଶ୍ରଦ୍ଧାଳୁ । ପ୍ରଥମ ଥର ଆବେଦନ କରୁଥିଲେ ଦିଆଯିବ ଅଗ୍ରାଧିକାର ।
ସ୍ଲଟ୍ ଥିବା ପର୍ଯ୍ୟନ୍ତ ଅର୍ଥାତ୍ ୨୫୦୦ ହବିଷିଆଳି ପଞ୍ଜିକରଣ ହେବା ପର୍ଯ୍ୟନ୍ତ ହିଁ ଆକ୍ଟିଭ୍ ରହିବ ଆବେଦନ ଲିଙ୍କ । ଗତ ବର୍ଷ ଭଳି ନିଶୁଳ୍କ ରହଣି ସହ ମହାପ୍ରସାଦ ସେବନ ଓ ସ୍ଵତନ୍ତ୍ର ଜଗନ୍ନାଥ ଦର୍ଶନ ସୁବିଧା ପାଇବେ ହବିଶ୍ୟାଳୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/19/puri-2025-09-19-13-45-30.jpg)