ବର୍ଷା ପାଇଁ ନୀଳଗିରି ପଞ୍ଚଲିଙ୍ଗେଶ୍ବର ସ୍ପର୍ଶ ବାରଣ । ବାହାରୁ ଆସୁଥିବା ଶ୍ରଦ୍ଧାଳୁ ନିରାଶ

Advertisment

ପଞ୍ଚଲିଙ୍ଗେଶ୍ବରଙ୍କୁ ଛୁଇଁବା ପାଇଁ ବାରଣ କଲା ମନ୍ଦିର ପ୍ରଶାସନ। ପ୍ରବଳ ବର୍ଷାରେ ପଞ୍ଚଲିଙ୍ଗେଶ୍ବର ସ୍ଥିତ ଝରଣାର ସ୍ରୋତ ପ୍ରଖର ହେବାରେ ଲାଗିଛି।

Updated On

ପଞ୍ଚଲିଙ୍ଗେଶ୍ବରଙ୍କୁ ଛୁଇଁବା ପାଇଁ ବାରଣ କଲା ମନ୍ଦିର ପ୍ରଶାସନ। ପ୍ରବଳ ବର୍ଷାରେ ପଞ୍ଚଲିଙ୍ଗେଶ୍ବର ସ୍ଥିତ ଝରଣାର ସ୍ରୋତ ପ୍ରଖର ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
32ଜ

କନକ ବ୍ୟୁରୋ : ପଞ୍ଚଲିଙ୍ଗେଶ୍ବରଙ୍କୁ ଛୁଇଁବା ପାଇଁ ବାରଣ କଲା ମନ୍ଦିର ପ୍ରଶାସନ । ପ୍ରବଳ ବର୍ଷାରେ ପଞ୍ଚଲିଙ୍ଗେଶ୍ବର ସ୍ଥିତ ଝରଣାର ସ୍ରୋତ ପ୍ରଖର ହେବାରେ ଲାଗିଛି । ଗତକାଲିଠାରୁ ଲାଗିରହିଥିବା ପ୍ରବଳ ବର୍ଷାରେ ଉଛୁଳୁଛି ବାଲେଶ୍ବର ନୀଳଗିରିରେ ଥିବା ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର । ଝରଣା ପାଣିର ସ୍ରୋତ ପ୍ରଖର ଥିବାରୁ ଭକ୍ତଙ୍କୁ ବାରଣ କରିଛି ମନ୍ଦିର ପ୍ରଶାସନ । ପୂଜା ମଣ୍ଡପରେ ଥିବା ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବା ଦେଖାଯାଇଛି । ସେପଟେ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ଏହି ନିଷ୍ପତିରେ ଅସନ୍ତୋଷ ପ୍ରକାଶ କରିଥିବା ଦେଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe