ରାଜସ୍ୱ ବିଭାଗରେ ଆସିବ ସଂସ୍କାର, କମିବ ଜମି କିସମ ସଂଖ୍ୟା

କମିବ ଜମି କିସମ ସଂଖ୍ୟା । ୭୦୦୦ ଜମି କିସମରୁ କମ ହୋଇ ମାତ୍ର ୨୭ଟି କିସମ ରଖାଯିବ । ଏନେଇ ବିଜ୍ଞପ୍ତି ଖୁବଶୀଘ୍ର ପ୍ରକାଶ ପାଇବ  ବୋଲି କହିଛନ୍ତି  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।  ସେହିଭଳି ଜମି ସତ୍ତ୍ୱର ପରିବର୍ତ୍ତନ ହେବ ।

fsfsdfsfsf

କନକ ବ୍ୟୁରୋ : ରାଜସ୍ବ ବିଭାଗରେ ଆସିବ ସଂସ୍କାର । ବ୍ରିଟିଶ ଅମଳର କିସମ ହେବ ପରିବର୍ତ୍ତନ । କମିବ ଜମି କିସମ ସଂଖ୍ୟା । ୭୦୦୦ ଜମି କିସମରୁ କମ ହୋଇ ମାତ୍ର ୨୭ଟି କିସମ ରଖାଯିବ । ଏନେଇ ବିଜ୍ଞପ୍ତି ଖୁବଶୀଘ୍ର ପ୍ରକାଶ ପାଇବ  ବୋଲି କହିଛନ୍ତି  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।  ସେହିଭଳି ଜମି  ସ୍ବତ୍ବ ର ପରିବର୍ତ୍ତନ ହେବ । ରାଜ୍ୟରେ ରାଜସ୍ୱ ଆଇନରେ ୩୦୦୦ ସତ୍ତ୍ୱର ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଆଜି କାଲି ଏତେ ପ୍ରକାରର  ସ୍ବତ୍ବ ର କୌଣସି ଆବଶ୍ୟକତା ନାହିଁ । ତେଣୁ ଆବଶ୍ୟକତା ନଥିବା ସତ୍ତ୍ୱକୁ ସରକାର ଉଚ୍ଛେଦ  କରିବେ ବୋଲି କହିଛନ୍ତି ମନ୍ତ୍ରୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe