ସାମ୍ନାକୁ ଆସୁଛି ଯୌନ ରାକ୍ଷସ ବାପି ସାହୁର ଅସଲ ମୁଖା । ଆଶୀର୍ବାଦକୁ ହତ୍ୟା ପୂର୍ବରୁ ଅନେକ ନାବାଳଙ୍କ ସହ କରୁଥିଲା ଖରାପ ବ୍ୟବହାର

କେବଳ ଆଶୀର୍ବାଦ ନୁହେଁ, ପୂର୍ବରୁ ମଧ୍ୟ ଅନେକ କୋମଳମତି ପିଲାଙ୍କ ସହ ଖରାପ କାର୍ଯ୍ୟ  କରିଥିବା ନେଇ ଅଭିଯୋଗ ଆସିଛି । କିପରି ପିଲାମାନଙ୍କୁ କ୍ରିକେଟ୍ ଖେଳିବା ସମୟରେ ସେମାନଙ୍କ ସହ ଖରାପ ବ୍ୟବହାର କରେ, ତା’ର ଖୁଲାସା କରିଛନ୍ତି ଏହି ପିଲାମାନେ । ପଡ଼ିଆକୁ ଯିବା ପୂର୍ବରୁ ଆଗୁଆ ଅପେକ୍ଷା କରି ରହିଥାଏ ବାପି ।

þòòþZòòþZ

କନକ ବ୍ୟୁରୋ :  ଡେଲାଙ୍ଗ ରତନପୁର ଗାଁରେ ଘଟିଥିବା ଅଭାବନୀୟ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ନାବାଳକ ଆଶୀର୍ବାଦକୁ ହତ୍ୟା କରିଥିବା ଅଭିଯୁକ୍ତ ବାପି ସାହୁ ନାଁରେ ରହିଛି ଅଭିଯୋଗର ଲମ୍ବା ଫର୍ଦ୍ଦ । କେବଳ ଆଶୀର୍ବାଦ ନୁହେଁ, ପୂର୍ବରୁ ମଧ୍ୟ ଅନେକ କୋମଳମତି ପିଲାଙ୍କ ସହ ଖରାପ କାର୍ଯ୍ୟ  କରିଥିବା ନେଇ ଅଭିଯୋଗ ଆସିଛି । କିପରି ପିଲାମାନଙ୍କୁ କ୍ରିକେଟ୍ ଖେଳିବା ସମୟରେ ସେମାନଙ୍କ ସହ ଖରାପ ବ୍ୟବହାର କରେ, ତା’ର ଖୁଲାସା କରିଛନ୍ତି ଏହି ପିଲାମାନେ । ପଡ଼ିଆକୁ ଯିବା ପୂର୍ବରୁ ଆଗୁଆ ଅପେକ୍ଷା କରି ରହିଥାଏ ବାପି । କାହାକୁ ଚକଲେଟ ଓ କୋଲଡ୍ରିଙ୍କସ୍ ଲୋଭ ଦେଖାଇ ନିଜ ଜାଲରେ ଫସାଇବାକୁ ପ୍ରୟାସ କରିଥାଏ । ଏବେ ଏସବୁ କଥା ସାମ୍ନାକୁ ଆସିବା ପରେ ବାପିର ପୂରା କେଳେଙ୍କାରୀ ପଦାକୁ ଆସିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe