କନକ ବ୍ୟୁରୋ: ରାୟଗଡାରେ ଏକ ଆବାସିକ ବିଦ୍ୟାଳୟରେ ଅଘଟଣ ଘଟିଛି । ଯାଦୁଖେଳ ଦେଖାଇବା ବେଳେ କଟିଗଲା ଛାତ୍ରଙ୍କ ବେକ । ବ୍ଲେଡରେ ଛାତ୍ରଙ୍କ ବେକ କଟି ଯିବାରୁ ଗୁରୁତର ହୋଇଛନ୍ତି । ସମ୍ପୃକ୍ତ ଛାତ୍ରଙ୍କୁ ସଙ୍ଗେସଙ୍ଗେ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଛାତ୍ରଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରଯାଇଛି । ଛାତ୍ରଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଯାଦୁ ଦେଖାଇବା ବେଳେ ଘଟିଲା ଅଘଟଣ । କଟିଗଲା ଛାତ୍ରଙ୍କ ବେକ ।
ଯାଦୁଖେଳ ଦେଖାଇବା ବେଳେ କଟିଗଲା ଛାତ୍ରଙ୍କ ବେକ । ଛାତ୍ରଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
/kanak/media/media_files/0DR7jsJ3pzOkVbkAtEAw.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)