ରେଭେନ୍ସା ମହାବିଦ୍ୟାଳୟ ଝାଡ଼ାବାନ୍ତି ଘଟଣା ; ପାନୀୟ ଜଳର ହେବ ମାନ ପରୀକ୍ଷା

Advertisment

ଆଜି ହଷ୍ଟେଲର ପାନୀୟ ଜଳର ମାନ ପରୀକ୍ଷା ହେବ ବୋଲି କହିଛନ୍ତି କଟକ CDMO

ଆଜି ହଷ୍ଟେଲର ପାନୀୟ ଜଳର ମାନ ପରୀକ୍ଷା ହେବ ବୋଲି କହିଛନ୍ତି କଟକ CDMO

34

Photograph: (kanak news)

କନକ ବ୍ୟୁରୋ : ରେଭେନ୍ସା ମହାବିଦ୍ୟାଳୟ ରେ ନିୟୁ ପିଜି , ଧର୍ମପଦ ହଷ୍ଟେଲର  ୪୯ ଜଣ ଛାତ୍ର ଏବଂ ପରିଜା ବାଳିକା ହଷ୍ଟେଲର ଜଣେ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ପରିଜା ବାଳିକା ହଷ୍ଟେଲର ଜଣେ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ଦିନକ ପୂର୍ବରୁ ହଷ୍ଟେଲରେ ପିଲାମାନେ  ଦ୍ୱିପ୍ରହର ଖାଇବାରେ ମାଛ,ପନିର ଖାଇଥିଲେ । ରାତିରେ ଭାତ, ରୁଟି, ବନ୍ଧାକୋବି ତରକାରି ଖାଇଥିଲେ। ତା ’ ପରେ ସେମାନଙ୍କର ଝାଡ଼ାବାନ୍ତି ହୋଇଥିଲା । ଏବେ ସବୁ ପିଲାମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଆଜି ହଷ୍ଟେଲର ପାନୀୟ ଜଳର ମାନ ପରୀକ୍ଷା ହେବ ବୋଲି କହିଛନ୍ତି କଟକ CDMO ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe