ଆଇଟି ରିଟର୍ଣ୍ଣ ଫାଇଲ କରୁଥିବା ଗ୍ରାହକଙ୍କ ଉପରେ ରାସନ ଛାଟ : ନାଁ ନହଟାଇବା ପାଇଁ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଲମ୍ବା ଲାଇନ୍

Advertisment

ରବିବାର ଛୁଟିଦିନରେ ବସିଲା ପଞ୍ଚାୟତ ସମିତି ବୈଠକ, ଦୁର୍ନୀତି ପ୍ରସଙ୍ଗରେ ମୁହାଁମୁହିଁ  ବିରୋଧିଦଳ ମୁଖ୍ୟ ସଚେତକ ଓ ସାଂସଦଙ୍କ ପ୍ରତିନିଧି । ଗତ ୧୬ ତାରିଖ ଛୁଟିଦିନ ରବିବାରରେ ବିକଶିତ ଗାଁ ବିକଶିତ ଓଡ଼ିଶାର ସଫଳ ରୂପାୟନ ପାଇଁ ବିଂଝାରପୁର ପଞ୍ଚାୟତ ସମିତି ବୈଠକ ବସିଥିଲା

notice

Photograph: (KanakNews )

କନକବ୍ୟୁରୋ : ରବିବାର ଛୁଟିଦିନରେ ବସିଲା ପଞ୍ଚାୟତ ସମିତି ବୈଠକ, ଦୁର୍ନୀତି ପ୍ରସଙ୍ଗରେ ମୁହାଁମୁହିଁ  ବିରୋଧିଦଳ ମୁଖ୍ୟ ସଚେତକ ଓ ସାଂସଦଙ୍କ ପ୍ରତିନିଧି । ଗତ ୧୬ ତାରିଖ ଛୁଟିଦିନ ରବିବାରରେ ବିକଶିତ ଗାଁ ବିକଶିତ ଓଡ଼ିଶାର ସଫଳ ରୂପାୟନ ପାଇଁ ବିଂଝାରପୁର ପଞ୍ଚାୟତ ସମିତି ବୈଠକ ବସିଥିଲା ।  ରବିବାର କାରଣରୁ ବୈଠକରେ ଅନେକ ସରପଞ୍ଚ ଏବଂ ପ୍ରଶାସନିକ ଅଧିକାରୀଙ୍କ ମାନେ ଅନୁପସ୍ଥିତ ରହିଥିଲେ  ।

କିଛି ସରପଞ୍ଚଙ୍କ ଅନୁପସ୍ଥିତିରେ ତାଙ୍କ ସ୍ବାମୀ ଓ ଶ୍ବଶୁର ବୈଠକରେ ଯୋଗଦେଇଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ଏହି ବୈଠକରେ ଦୁର୍ନୀତିକୁ ନେଇ ମୁହାଁମୁହିଁ ହୋଇଛନ୍ତି। ପୂର୍ବ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ବ୍ୟାପକ ଅର୍ଥ ହଡ଼ପ ହୋଇଥିବା ସାଂସଦଙ୍କ ପ୍ରତିନିଧି ଅଭିଯୋଗ ଆଣିଥିବା ବେଳେ କିଏ ଅର୍ଥ ହଡ଼ପ କରିଛି ପ୍ରମାଣ ଦିଅ ବୋଲି ଦାବି କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe