/kanak/media/media_files/2025/06/27/d-1-2025-06-27-08-35-58.jpg)
1/6
ଅନନ୍ତ ଆକାଶ ତଳେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅପେକ୍ଷା କରିଛନ୍ତି ତିନି ରଥ । ବାସ୍ ଆଉ କିଛି ସମୟ ମାତ୍ର ।
/kanak/media/media_files/2025/06/27/d-2-2025-06-27-08-35-59.jpg)
2/6
ବଡ଼ଦାଣ୍ଡକୁ ଜଗା ଆସିବ ବୋଲି ଝୁମି ଝୁମି ନାଚୁଛନ୍ତି ନୃତ୍ୟ ଶିଳ୍ପୀ । ଏ ମହାପ୍ରଭୁଙ୍କ ପ୍ରତି ସମର୍ପଣ ନୁହେଁ ତ ଆଉ କଣ ?
/kanak/media/media_files/2025/06/27/d-3-2025-06-27-08-35-59.jpg)
3/6
ମହାପ୍ରଭୁ ତୁମକୁ ଦେଖିବାକୁ ଦେଖ କେମିତି ଭିଡ଼ ଜମିଲାଣି । କିଏ କେଉଁ କାଳରୁ ଏହି ପବିତ୍ର ଦିନକୁ ଅପେକ୍ଷା କରିଛି ।
Advertisment
/kanak/media/media_files/2025/06/27/d-4-2025-06-27-08-35-59.jpg)
4/6
ସେ ଜଗତର ଠାକୁର, ତାଙ୍କ ବିନା ଇଚ୍ଛାରେ ପତ୍ରଟିଏ ବି ହଲେନି । ଆଜି ଭକ୍ତର କଥା ଶୁଣିବାକୁ ଭକ୍ତ ପାଖକୁ ଆସିବେ ।
/kanak/media/media_files/2025/06/27/d-5-2025-06-27-08-35-59.jpg)
5/6
ଜଗନ୍ନାଥମୟ ଶ୍ରୀକ୍ଷେତ୍ର, ବଡ଼ଦାଣ୍ଡ ହେଲାଣି ଜନସମୁଦ୍ର । ଭକ୍ତର ଅସୁବିଧା ହେବନି ବୋଲି ସତେ ଯେମିତି କଳାଠାକୁର କରିଛି ଏ ଗ୍ରିନ କରିଡର ।
/kanak/media/media_files/2025/06/27/d-6-2025-06-27-08-35-59.jpg)
6/6
ହଳଦିଆ ପାଟ ପିନ୍ଧି ଚାଲିଆସିଲା ପରି ଦିଶୁଛନ୍ତି ମା’ ଲକ୍ଷ୍ମୀ ସାଆନ୍ତାଣୀ , ଗେଣ୍ଡୁମାଳରେ ସଜେଇ ହୋଇ ନବବଧୂ ପରି ଦିଶୁଛି ଶ୍ରୀମନ୍ଦିର ।