ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ । ୫୦ ବର୍ଷ ପରେ ସାହାରା ମରୁଭୂମିରେ ଆସିଲା ବନ୍ୟା ।

Advertisment

ନାଶା ଜାରି କଲା ସାଟେଲାଇଟ୍‌ ଚିତ୍ର । ଚିନ୍ତାରେ ପରିବେଶ ବିଜ୍ଞାନି । ୫୦ ବର୍ଷ ପରେ ଏଭଳି ଘଟଣା ଘଟିଛି । ନାଶା ପକ୍ଷରୁ ଭିଡିଓ ଜାରି କରାଯାଇଛି ।

Updated On

ନାଶା ଜାରି କଲା ସାଟେଲାଇଟ୍‌ ଚିତ୍ର । ଚିନ୍ତାରେ ପରିବେଶ ବିଜ୍ଞାନି । ୫୦ ବର୍ଷ ପରେ ଏଭଳି ଘଟଣା ଘଟିଛି । ନାଶା ପକ୍ଷରୁ ଭିଡିଓ ଜାରି କରାଯାଇଛି ।

ଅଦ୍ୟତନ ହୋଇଛି
36asa

କନକ ବ୍ୟୁରୋ:  ଜଳବାୟୁ ପରିବର୍ତ୍ତନ ନେଇ ପୂରା ବିଶ୍ୱ  ଚିନ୍ତାରେ ଥିବା ବେଳେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି । ମରୁଭୂମିରେ ସୃଷ୍ଟି ହୋଇଛି ବନ୍ୟା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ସବୁଠୁ ବଡ଼ ମରୁଭୂମି ସାହାରାରେ ବନ୍ୟା ଦେଖିବାକୁ ମିଳିଛି । ୫୦ ବର୍ଷ ପରେ ଏଭଳି ଘଟଣା ଘଟିଛି । ନାଶା ପକ୍ଷରୁ ଭିଡିଓ ଜାରି କରାଯାଇଛି । ମରୁଭୂମିର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ଚିତ୍ରରେ ଦେଖିବାକୁ ମିଳିଛି । ଯେଉଁଠି ପାଣି ଠୋପେ ମିଳିବା କଷ୍ଟକର, ସେଠାରେ ବନ୍ୟା ସୃଷ୍ଟି ହେବା ପରେ ପରିବେଶବିତ୍ ଓ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe