ଖୋଲୁଛି ରଙ୍ଗିଲା ବାବାଙ୍କ ଗୁମର:ଭାଇରାଲ ହେଉଛି ଭିଡିଓ

Advertisment

ସାମ୍ନାକୁ ଆସିଲା ଆଠଗଡ଼ ତିଗିରିଆ ବାହାରବିଲା ଆଶ୍ରମର ମହନ୍ତ କୈବଲ୍ୟ ଜାନି ବାବାଙ୍କ ନୂଆ ଭିଡିଓ । ବାବା ମଦ୍ୟପାନ କରି ନାଚୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କିଛି ଯୁବକଙ୍କ ଗହଣରେ ବାବା ନାଚୁଥିବାର ଭିଡିଓ ଭାଇରାଲ ହେଉଛି ।

ସାମ୍ନାକୁ ଆସିଲା ଆଠଗଡ଼ ତିଗିରିଆ ବାହାରବିଲା ଆଶ୍ରମର ମହନ୍ତ କୈବଲ୍ୟ ଜାନି ବାବାଙ୍କ ନୂଆ ଭିଡିଓ । ବାବା ମଦ୍ୟପାନ କରି ନାଚୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କିଛି ଯୁବକଙ୍କ ଗହଣରେ ବାବା ନାଚୁଥିବାର ଭିଡିଓ ଭାଇରାଲ ହେଉଛି ।

baba

କନକବ୍ୟୁରୋ: ସାମ୍ନାକୁ ଆସିଲା ଆଠଗଡ଼ ତିଗିରିଆ ବାହାରବିଲା ଆଶ୍ରମର ମହନ୍ତ କୈବଲ୍ୟ ଜାନି ବାବାଙ୍କ ନୂଆ ଭିଡିଓ । ବାବା ମଦ୍ୟପାନ କରି ନାଚୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କିଛି ଯୁବକଙ୍କ ଗହଣରେ ବାବା ନାଚୁଥିବାର ଭିଡିଓ ଭାଇରାଲ ହେଉଛି । ବାବା ବେଶରେ ଥିବା କୈବଲ୍ୟ ଜାନୀଙ୍କ ଭିତରେ ରହିଛି ସଇତାନ ମାନସିକତା । 

ଠକ ଜଣଙ୍କ ଜଣେ ଯୁବତୀଙ୍କୁ ଅପହରଣ କରିବା ଅଭିଯୋଗ ପରେ ତାଙ୍କୁ ଗିରଫ କରିଛି ପୋଲିସ । ଗତ କିଛି ଦିନ ହେଲା ଯୁବତୀ ନିଖୋଜ ହେବା ପରେ ତାଙ୍କ ପରିବାର ପକ୍ଷରୁ ୭ତାରିଖରେ ଢ଼େଙ୍କାନାଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କଟକ ତିଗିରିଆ ଥାନା ସୋମପଡା ବାହାରବିଲ୍ଲା ସୁତୀକ୍ଷ୍ଣ ଆଶ୍ରମରୁ ଅଭିଯୁକ୍ତକୁ ଉଠାଇ ନେଇଛି ପୋଲିସ । ଚଢାଉ ସମୟରେ ବାବାଙ୍କ କାରରୁ ମିଳିଛି ଆପତ୍ତି ଜନକ ସାମଗ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe