ଗତକାଲି ଠାରୁ ନିଖୋଜ ଘରୋଇ ବ୍ୟାଙ୍କ ଶାଖା ପରିଚାଳକ, ରାମନାଥ ପଣ୍ଡିତଙ୍କ ମିଳୁନି ପତ୍ତା

Advertisment

ଦିନ ସାଢେ ୧୦ଟାରେ ଫିଲ୍ଡକୁ ଯାଇ ଫେରିନାହାନ୍ତି । ବନ୍ଧନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦଳା ଥାନାରେ ଏତଲା ।

ଦିନ ସାଢେ ୧୦ଟାରେ ଫିଲ୍ଡକୁ ଯାଇ ଫେରିନାହାନ୍ତି । ବନ୍ଧନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦଳା ଥାନାରେ ଏତଲା ।

ଘରୋଇ ବ୍ୟାଙ୍କ ମ୍ୟାନେଜର ନିଖୋଜ

ଘରୋଇ ବ୍ୟାଙ୍କ ମ୍ୟାନେଜର ନିଖୋଜ Photograph: (KanakNews)

କନକ ବ୍ୟୁରୋ: ଏରିଆ ମ୍ୟାନେଜର ଗାଏବ । ଗତକାଲି ଠାରୁ ଗାଏବ ଅଛନ୍ତି ଉଦଳା ବନ୍ଧନ ବ୍ୟାଙ୍କର ଏରିଆ ମ୍ୟାନେଜର ରାମନାଥ ପଣ୍ଡିତ । ସକାଳୁ କଲେକ୍ସନ କରିବା ନିମନ୍ତେ ବ୍ୟାଙ୍କରୁ ବାହାରି ଯାଇଥିଲେ। ଦିନ ସାଢେ ୧୦ଟାରେ ବ୍ୟାଙ୍କକୁ ଫେରି ପୁଣି ଫିଲ୍‌ଡ ପଳାଇଥିଲେ ।

ହେଲେ ଆଉ ଫେରି ନଥିଲେ । ଏପରିକି ତାଙ୍କର ଦୁଇଟି ମୋବାଇଲ ମଧ୍ୟ ସୁଇଚ ଅଫ ଅଛି । ଏନେଇ ବ୍ୟାଙ୍କ ପକ୍ଷରୁ ଉଦଳା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏରିଆ ମ୍ୟାନେଜରଙ୍କ ବାଲେଶ୍ୱରରେ ରହୁଥିବା ପରିବାର ଲୋକଙ୍କୁ ପଚାରିବାରୁ ସେଠାକୁ ମଧ୍ୟ ରାମନାଥ ପଣ୍ଡିତ ଯାଇନଥିବା କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe