କୋରାପୁଟରେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ରାଜାମୌଲିଙ୍କୁ ଭେଟିଲେ ରାମଚନ୍ଦ୍ର କାଡାମ୍, ଗ୍ରୁପରେ ଫଟୋ ଉଠାଇଲେ, ମାଣ୍ଡିଆ ଉପହାର ଦେଲେ

ଏହି ଅବସରରେ ଫିଲ୍ମ ନିର୍ଦ୍ଦେଶକ ରାଜା ମୌଲିଙ୍କୁ ଭେଟିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।  ଏହି ଅବସରରେ ସେ କୋରାପୁଟର ହାତ ତିଆରି ମିଲେଟ ଉପହାର ଦେଇଥିଲେ । ରାଜାମୌଲିଙ୍କୁ ରାମଚନ୍ଦ୍ର କାଡାମ ଭେଟିବା ସମୟର ଫଟୋ, ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

dfhfdggf

fgfhfggf

କନକ ବ୍ୟୁରୋ : ଟଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ଓ ତାଙ୍କ ଟିମ୍ କୋରାପୁଟକୁ ଆସି ଫିଲ୍ମ ସୁଟିଂ କରୁଥିଲେ । ତେଲଗୁ ସୁପରଷ୍ଟାର ମହେଶ ବାବୁ ଓ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୋରାପୁଟର ବିଭିନ୍ନ ଲୋକେସନର ସୁଟିଂ କରି ଫେରିଛନ୍ତି । ଏହି ଅବସରରେ ଫିଲ୍ମ ନିର୍ଦ୍ଦେଶକ ରାଜା ମୌଲିଙ୍କୁ ଭେଟିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।  ଏହି ଅବସରରେ ସେ କୋରାପୁଟର ହାତ ତିଆରି ମିଲେଟ ଉପହାର ଦେଇଥିଲେ । ରାଜାମୌଲିଙ୍କୁ ରାମଚନ୍ଦ୍ର କାଡାମ ଭେଟିବା ସମୟର ଫଟୋ, ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରିୟଙ୍କା ଚୋପ୍ରା ଓ ମହେଶ ବାବୁଙ୍କୁ ମଧ୍ୟ ଭେଟିବାକୁ ଉଦ୍ୟମ କରିଥିଲେ ବିଧାୟକ ହେଲେ ଭେଟିବା ସମ୍ଭବ ହୋଇପାରିନଥିଲା । ତେବେ ପ୍ରିୟଙ୍କାଙ୍କୁ ମଧ୍ୟ ସେ ମାଣ୍ଡିଆ ଉପହାର ପଠାଇଥିବା ସୂଚନା ମିଳିଛି । ସେପଟେ ରାଜାମୌଲି କୋରାପୁଟକୁ ଲେଖିଥିବା ଏକ ହାତଲେଖା ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe