ରାମଦରବାର ପ୍ରାଣପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଅଯୋଧ୍ୟା : ଜୁନ୍  ୩ ରୁ ୫ ପର୍ଯ୍ୟନ୍ତ ହେବ ଭବ୍ୟ ସମାରୋହ

ଅଯୋଧ୍ୟା ରାମ ମନ୍ଦିର ଚୂଳିରେ ଲାଗିଲା ସୁନା । ଜୁନ୍ ୫ରେ ରାମଦରବାର ପ୍ରାଣ ପ୍ରତିଷ୍ଠା କରାଯିବ ଏହା ପୂର୍ବରୁ ଶୋଭା ପାଉଛି ସୁନ୍ଦର ତଥା ଆକର୍ଷଣୀୟ ସ୍ବର୍ଣ୍ଣ ଖଚିତ ଚୂଳି ।

ଅଦ୍ୟତନ ହୋଇଛି
RAMDARBAR

RAMDARBAR Photograph: (Kanak News)

କନକ ବ୍ୟୁରୋ : ଆଖି ଝଲସାଇ ଦେଉଛି ସ୍ବର୍ଣ୍ଣ ଖଚିତ ମନ୍ଦୀର ଚୂଳି । ଅଯୋଧ୍ୟା ରାମ ମନ୍ଦିର ଚୂଳିରେ ଲାଗିଲା ସୁନା । ଜୁନ୍ ୫ରେ ରାମଦରବାର ପ୍ରାଣ ପ୍ରତିଷ୍ଠା କରାଯିବ ଏହା ପୂର୍ବରୁ ଶୋଭା ପାଉଛି ସୁନ୍ଦର ତଥା ଆକର୍ଷଣୀୟ ସ୍ବର୍ଣ୍ଣ ଖଚିତ ଚୂଳି । ଜୁନ୍ ୩ରୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହେବ ଯାହା ୩ ଦିନ ଧରି ଚାଲିବ । ରାମ ଜନ୍ମଭୂମି ଟ୍ରଷ୍ଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସକାଳ ୬.୩୦ରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଧି ମୁତାବକ ରାମଦରବାର ଓ ୬ ପାର୍ଶ୍ୱ ଦେବତାଙ୍କ ମନ୍ଦିରର ପ୍ରାଣପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଦେଶବିଦେଶର ପ୍ରତିଷ୍ଠିତ ସାଧୁସନ୍ଥ ଯୋଗ ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe