ଆସୁଛି ରାକ୍ଷୀ ପୂର୍ଣ୍ଣିମା : ଭାଇ ପାଇଁ ଭଳିକି ଭଳି ରାକ୍ଷୀ କିଣିନେଉଛି ଭଉଣୀ

Advertisment

କମ୍ବୋ ପ୍ୟାକରେ ଏହା ମିଳୁଛି । ଭାଇ ସହ ଭାଉଜ ପାଇଁ କିଣି ନେଉଛନ୍ତି ରାକ୍ଷୀ । ୨୦ ଟଙ୍କାରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି ରାକ୍ଷୀ । ଏଡି ଷ୍ଟୋନ୍‌, ୱାନ୍‌ ଗ୍ରାମ ଗୋଲ୍ଡ ରାଖୀ ସହ ନୂଆ ଡିଜାଇନ୍‌ର ରାକ୍ଷୀ ମିଳୁଛି ।

କମ୍ବୋ ପ୍ୟାକରେ ଏହା ମିଳୁଛି । ଭାଇ ସହ ଭାଉଜ ପାଇଁ କିଣି ନେଉଛନ୍ତି ରାକ୍ଷୀ । ୨୦ ଟଙ୍କାରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି ରାକ୍ଷୀ । ଏଡି ଷ୍ଟୋନ୍‌, ୱାନ୍‌ ଗ୍ରାମ ଗୋଲ୍ଡ ରାଖୀ ସହ ନୂଆ ଡିଜାଇନ୍‌ର ରାକ୍ଷୀ ମିଳୁଛି ।

33

କନକ ବ୍ୟୁରୋ : ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ଭଉଣୀ ବାନ୍ଧିବ ସ୍ନେହର ଡୋରି । ସେଥିପାଇଁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବଜାରରେ ନାନା ରକମର ରାକ୍ଷୀର ପସରା ମେଲିଛି । ସମୟ ବଦଳିବା ସହ ରାକ୍ଷୀର ଡିଜାଇନ୍ ମଧ୍ୟ ବଦଳିଛି । ବିଭିନ୍ନ ପ୍ରକାର ରାକ୍ଷୀ ବଜାରରେ ଉପଲବ୍ଧ । 

ଟ୍ରେଣ୍ଡରେ ଭାଇ ଭାଉଜ ରାକ୍ଷୀ । କମ୍ବୋ ପ୍ୟାକରେ ଏହା ମିଳୁଛି । ଭାଇ ସହ ଭାଉଜ ପାଇଁ କିଣି ନେଉଛନ୍ତି ରାକ୍ଷୀ । ୨୦ ଟଙ୍କାରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି ରାକ୍ଷୀ । ଏଡି ଷ୍ଟୋନ୍‌, ୱାନ୍‌ ଗ୍ରାମ ଗୋଲ୍ଡ ରାଖୀ ସହ ନୂଆ ଡିଜାଇନ୍‌ର ରାକ୍ଷୀ ମିଳୁଛି । ଛୋଟ ପିଲାଙ୍କ ପାଇଁ କଣ୍ଢେଇ ଓ କାର୍ଟୁନ୍ ରାକ୍ଷୀ ବି ଉପଲବ୍ଧ । ରାକ୍ଷୀ କିଣିବା ପାଇଁ ଦୋକାନରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି । ଏପରିକି ରାକ୍ଷୀରେ ଫଟୋ ବି ରହୁଛି, ଯାହା ଗ୍ରାହକଙ୍କୁ ବେଶ୍‌ ପସନ୍ଦ ବି ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe