ମିଥ୍ୟା ସତ୍ୟପାଠ ମାମଲା: ହାଇକୋର୍ଟଙ୍କୁ ସମୟ ମାଗିଲେ ରାଜନଗର ବିଧାୟକ ଧ୍ରୁବ ସାହୁ

Advertisment

ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟଙ୍କୁ ସମୟ ମାଗିଲେ ରାଜନଗର ବିଧାୟକ ଧ୍ରୁବ ସାହୁ। ଏହି ମାମଲାରେ ଜବାବ ଦାଖଲ ପାଇଁ ୬ ସପ୍ତାହ ସମୟ ମାଗିଲେ ଧ୍ରୁବ। ୮ ଅକ୍ଟୋବରରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟଙ୍କୁ ସମୟ ମାଗିଲେ ରାଜନଗର ବିଧାୟକ ଧ୍ରୁବ ସାହୁ। ଏହି ମାମଲାରେ ଜବାବ ଦାଖଲ ପାଇଁ ୬ ସପ୍ତାହ ସମୟ ମାଗିଲେ ଧ୍ରୁବ। ୮ ଅକ୍ଟୋବରରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

Dhruba Charan Sahoo

କନକ ବ୍ୟୁରୋ: ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟଙ୍କୁ ସମୟ ମାଗିଲେ ରାଜନଗର ବିଧାୟକ ଧ୍ରୁବ ସାହୁ। ଏହି ମାମଲାରେ ଜବାବ ଦାଖଲ ପାଇଁ ୬ ସପ୍ତାହ ସମୟ ମାଗିଲେ ଧ୍ରୁବ। ୮ ଅକ୍ଟୋବରରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଗତ ସାଧାରଣ ନିର୍ବାଚନରେ ଧ୍ରୁବ ସାହୁ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ହାଇକୋର୍ଟରେ ମାମଲା କରିଥିଲେ ବିଜେପି ପ୍ରାର୍ଥୀ ଲଳିତ ବେହେରା। ଯେଉଁ ମାମଲାରେ ଜବାବ ଦାଖଲ ପାଇଁ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କୁ ନୋଟିସ କରିଥିଲେ ହାଇକୋର୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe