ଅସୁସ୍ଥ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ; ବିଳମ୍ବିତ ରାତିରେ ପେଟ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି

Advertisment

ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋମବାର ବିଳମ୍ବିତ ରାତିରେ ତାଙ୍କ ପେଟରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରଜନୀକାନ୍ତ ।

ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋମବାର ବିଳମ୍ବିତ ରାତିରେ ତାଙ୍କ ପେଟରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରଜନୀକାନ୍ତ ।

ra

କନକ ବ୍ୟୁରୋ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋମବାର ବିଳମ୍ବିତ ରାତିରେ ତାଙ୍କ ପେଟରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରଜନୀକାନ୍ତ । ଆଜି ତାଙ୍କର ହାର୍ଟ ସର୍ଜରୀ ହେବ ବୋଲି ସୂଚନା ରହିଛି । ଏହା ପୂବ    ର୍ରୁ ମଧ୍ୟ ତାଙ୍କର କିଛି ଶାରରୀରିକ ସମସ୍ୟା ଥିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲ ଯାଞ୍ଚ କରିବାକୁ ନିଆଯାଇଥିଲା ।  ଉଚ୍ଚ ରକ୍ତଚାପ, ହାଲିଆ ଲାଗିବା ପରି ଲକ୍ଷଣ ଦେଖାଯିବାରୁ ତାଙ୍କୁ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ରକ୍ତଚାପ ସ୍ଥିର ହେବାରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe