ରାଜା ଚକ୍ରଙ୍କ ବିଭିନ୍ନ ଠିକଣାରେ ଇଓଡବ୍ଲୁର ଚଢାଉ, ରାଜା ଚକ୍ରଙ୍କ ଦୁର୍ନୀତି ପଛରେ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ହାତ ଥିବା ଅଭିଯୋଗ

Advertisment

ବ୍ରଦି ପାତ୍ରଙ୍କ କାନ୍ଧରେ ରହି ରାଜା କେନ୍ଦୁଝରରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା। ଏପରିକି ବଦ୍ରିଙ୍କ ସହାୟତାରେ ଶଂଖ ଭବନର ପହଁଚିଥିଲା । ପରେ ବିଜେଡି ପାୱାରକରିଡରର ପାଖ ଲୋକ ହୋଇ କେନ୍ଦୁଝର ଖଣି ବେପାରକୁ  ପରିଚାଳନା ଦାୟିତ୍ବ ନେଇଥିଲେ ।  ଏହାପରେ ତାଙ୍କ ସାମ୍ରାଜ୍ୟ ବଢି ବଢି ଚାଲିଥିଲା 

gfjdssssssgdsfg

କନକ ବ୍ୟୁରୋ : କେନ୍ଦୁଝର ଗନ୍ଧମାର୍ଦନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କା ଦୁର୍ନୀତି ମାମଲାରେ ଅକଳରେ ପଡିଛନ୍ତି  ବିଜୁ ଜନତା ଦଳର ନେତା ରାଜାଚକ୍ର । ଗୋଟିଏ ପଟେ ଇଓଡବଲ୍ୟୁ ଘାଣ୍ଟୁଥିବାବେଳେ ଆଉ ଗୋଟିଏ ପଟେ ରାଜାଚକ୍ରକୁ ନେଇ କେନ୍ଦୁଝର ରାଜନୀତି ଚଳଚଂଚଳ । କୁହାଯାଉଛି,  ଜିଲ୍ଲାର ହେଭିୱେଟ ନେତା ତଥା ପୂର୍ବତନ ମନ୍ତ୍ରୀ ବଦ୍ରିପାତ୍ରଙ୍କ ଛତ୍ରଛାୟା ତଳେ ରହି  କେନ୍ଦୁଝରର ପ୍ରଭାବ ବିସ୍ତାର କରିଛି ରାଜା। ୨୦୦୪ରେ ଛାତ୍ର ବିଜେଡିରେ ଯୋଗଦେଇଥିଲେ ରାଜା । ପରେ ପୂର୍ବତନ ମନ୍ତ୍ରୀଙ୍କ ସମର୍ଥନରେ ରାଜନୀତିରେ ପରିଚୟ ପାଇବା ସହ ଯୁବ ବିଜେଡି ସଭାପତି ପଦ ହାତେଇଥିଲେ ।

ବ୍ରଦି ପାତ୍ରଙ୍କ କାନ୍ଧରେ ରହି ରାଜା କେନ୍ଦୁଝରରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା। ଏପରିକି ବଦ୍ରିଙ୍କ ସହାୟତାରେ ଶଂଖ ଭବନର ପହଁଚିଥିଲା । ପରେ ବିଜେଡି ପାୱାରକରିଡରର ପାଖ ଲୋକ ହୋଇ କେନ୍ଦୁଝର ଖଣି ବେପାରକୁ  ପରିଚାଳନା ଦାୟିତ୍ବ ନେଇଥିଲେ ।  ଏହାପରେ ତାଙ୍କ ସାମ୍ରାଜ୍ୟ ବଢି ବଢି ଚାଲିଥିଲା 

କୁହାଯାଏ,  କେନ୍ଦୁଝରର ପ୍ରାୟ ସବୁ ଖଣିରେ ରାଜାଚକ୍ରର ରାଜ ଚାଲେ । ଏବେ  ଇଓଡବ୍ଲୁର ଜେରା ପରେ  ଧିରେ ଧିରେ ରାଜାର ବ୍ୟବସାୟିକ ସାମ୍ରାଜ୍ୟ ଖୋଲୁଛି । କୁହାଯାଉଛି 

ରାଜାର ସାମ୍ରାଜ୍ୟ?
-ବଡ଼ବିଲ ଖଣି ଅଞ୍ଚଳର ଅଧିକାଂଶ ଖଣିରେ ଅଛି ଅନେକ ପ୍ଲାଣ୍ଟ  
-ଏଥିରୁ ରୋଜଗାର ମାସକୁ ଶହେ କୋଟି!
-କେନ୍ଦୁଝରର ଲଘୁ ଖଣିଜ ବ୍ୟବସାୟରେ ରାଜାର ବେଶ୍ ପ୍ରଭାବ
- ଜିଲ୍ଲାରେ ରାଜାର ଅନେକ କ୍ରସର ରହିଛି
-କଳାପଥର ପାହାଡ଼ ଖୋଳି ଟଙ୍କା କମାଉଥିଲେ !
ସ୍ଥିତି ଏମିତି ଥିଲା ଯେ, ଜିଲ୍ଲାର ବଡ଼ ବଡ୍ ପ୍ରଶାସନିକ ଅଧିକାରୀ ରାଜାଚକ୍ରକୁ ଖୋଲାହାତ ଛାଡିଦେଇଥିଲେ । ଦଳର ବଡ ବଡ ନେତା ବି ଜିଲ୍ଲାରେ ଅଲୋଡା ହୋଇପଡ଼ିଥିଲେ ।

ଏବେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ନାଁରେ  କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏଥିରେ ରାଜାଙ୍କ ସହ ବିଜେଡି ନେତା ସାମିଲ ଥିବା ଅଭିଯୋଗରେ ଇଓଡବ୍ଲୁ ଖୋଳତାଡ ଆରମ୍ଭ କରିଛି । ରାଜଚକ୍ରର ଘର ସହ ବିଭିନ୍ନ ସ୍ଥାନରେ ରେଡ ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe