ବର୍ଷା ଧୋଇଦେଲା କାନପୁର ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ । ଖେଳ ବାତିଲ, ପଡିପାରିଲାନି ଗୋଟିଏ ବି ବଲ୍

Advertisment

ପ୍ରଥମ ମ୍ୟାଚ୍‌ ଜିତି ଭାରତ ୧-୦ରେ ଆଗୁଆ ଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ଖେଳାଯିବାର ସମ୍ଭାବନା କମ ରହିଛି । ଯଦି ଏହି ମ୍ୟାଚ ବାତି ହୋଇଯାଏ ତେବେ ଏହା ଭାରତ ପାଇଁ ଚିନ୍ତାର କାରଣ ହେବ । ମ୍ୟାଚ ବାତିଲ ହେଲେ ଏହା ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ଭାରତର ଫାଇନାଲ ଖେଳିବା ଆଗରେ କଣ୍ଟା ହୋଇପାରେ । ବାଂଲାଦେଶ ବିପକ୍ଷ ମ୍ୟାଚକୁ ୨-୦ରେ ଜିତି ପାରିଲେ ଭାରତର ଫାଇନାଲ ଖେଳିବା ରାସ୍ତା ସହଜ ହୋଇପାରିବ । 

tergf

କନକ ବ୍ୟୁରୋ :  ବର୍ଷା ଧୋଇଦେଲା କାନପୁର ଟେଷ୍ଟର ଦ୍ବିତୀୟ ଦିନ । ଗତକାଲି ବର୍ଷା ପାଇଁ ମାତ୍ର ୩୫ ଓଭର ଖେଳ ହୋଇଥିଲା । ବାଂଲାଦେଶ ମାତ୍ର ୧୦୭ ରନରେ ୩ ୱିକେଟ ହରାଇଥିଲା । କିନ୍ତୁ ଆଜି ଦ୍ବିତୀୟ ଦିନରେ ପ୍ରବଳ ବର୍ଷା  ଯୋଗୁଁ ଗୋଟିଏ ବି ବଲ୍‌ ପଡ଼ିପାରି ନାହିଁ । ୨୯ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ମ୍ୟାଚକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ପ୍ରଥମ ମ୍ୟାଚ୍‌ ଜିତି ଭାରତ ୧-୦ରେ ଆଗୁଆ ଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ଖେଳାଯିବାର ସମ୍ଭାବନା କମ ରହିଛି । ଯଦି ଏହି ମ୍ୟାଚ ବାତି ହୋଇଯାଏ ତେବେ ଏହା ଭାରତ ପାଇଁ ଚିନ୍ତାର କାରଣ ହେବ । ମ୍ୟାଚ ବାତିଲ ହେଲେ ଏହା ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ଭାରତର ଫାଇନାଲ ଖେଳିବା ଆଗରେ କଣ୍ଟା ହୋଇପାରେ । ବାଂଲାଦେଶ ବିପକ୍ଷ ମ୍ୟାଚକୁ ୨-୦ରେ ଜିତି ପାରିଲେ ଭାରତର ଫାଇନାଲ ଖେଳିବା ରାସ୍ତା ସହଜ ହୋଇପାରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe