ବ୍ରହ୍ମପୁରରେ ବେଆଇନ୍ ଗୁଟଖା କାରଖାନା । ଅତର୍କିତ ଚଢ଼ାଉ କଲା ପୋଲିସ ।

Advertisment

ବହୁ ପରିମାଣ ଗୁଟଖା ଓ ପ୍ରସ୍ତୁତି ସାମଗ୍ରୀ ଜବତ । ନିକଟରେ ନକଲି ତେଲ ମିଳିବା ପରେ ପୁଲିସର ତନାଘନା ।

ବହୁ ପରିମାଣ ଗୁଟଖା ଓ ପ୍ରସ୍ତୁତି ସାମଗ୍ରୀ ଜବତ । ନିକଟରେ ନକଲି ତେଲ ମିଳିବା ପରେ ପୁଲିସର ତନାଘନା ।

28854

କନକ ବ୍ୟୁରୋ: ବେଆଇନ ଗୁଟଖା ତିଆରି କାରଖାନା ଉପରେ ଚଢାଉ । ବିପୁଳ ପରିମାଣରେ ଗୁଟଖା ସହ ପ୍ରସ୍ତୁତି ସାମଗ୍ରୀ ଓ ମେସିନ ଠାବ । ବ୍ରହ୍ମପୁର ସଦର ଥାନା ବାଉଁଶିଆପଲ୍ଲୀରେ ଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଏହି ଚଢାଉ ସମୟରେ ଜବତ ହୋଇଛି ବହୁ ପରିମାଣର ଗୁଟଖା, ପ୍ରସ୍ତୁତି ସାମଗ୍ରୀ ଓ ମେସିନ ଠାବ । ନିକଟରେ ହୋଇଥିବା ନକଲି ତେଲ ଚଢ଼ାଉ ଲିଙ୍କରେ ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe