ଭୁବନେଶ୍ୱର ସାଲିଆ ସାହିରେ ବଡ଼ଧରଣର ଚଢ଼ାଉ: ବସ୍ତି ଭିତରେ ଘରୁ ମିଳିଲା ବିପୁଳ ଦେଶୀ ମଦ ସାମଗ୍ରୀ

Advertisment

ସାଲିଆ ସାହିରେ ବଡ ଧରଣର ଚଢାଉ। ବେଆଇନ ମଦ କାରବାର ନେଇ ଚଢ଼ାଉ କରୁଛି କମିଶନରେଟ ପୋଲିସ। ବସ୍ତିରେ ବେଆଇନ୍ ଦେଶ ମଦ ତିଆରି ହେଉଥିବା ସ୍ଥାନରେ ଚଢ଼ାଉ କରି ବ୍ୟାପକ ପରିମାଣରେ ପୋଚ ଓ ଦେଶୀ ମଦ ନଷ୍ଟ କରଯାଇଛି।

Updated On

ସାଲିଆ ସାହିରେ ବଡ ଧରଣର ଚଢାଉ। ବେଆଇନ ମଦ କାରବାର ନେଇ ଚଢ଼ାଉ କରୁଛି କମିଶନରେଟ ପୋଲିସ। ବସ୍ତିରେ ବେଆଇନ୍ ଦେଶ ମଦ ତିଆରି ହେଉଥିବା ସ୍ଥାନରେ ଚଢ଼ାଉ କରି ବ୍ୟାପକ ପରିମାଣରେ ପୋଚ ଓ ଦେଶୀ ମଦ ନଷ୍ଟ କରଯାଇଛି।

ଅଦ୍ୟତନ ହୋଇଛି
t

କନକ ବ୍ୟୁରୋ: ସାଲିଆ ସାହିରେ ବଡ ଧରଣର ଚଢାଉ। ବେଆଇନ ମଦ କାରବାର ନେଇ ଚଢ଼ାଉ କରୁଛି କମିଶନରେଟ ପୋଲିସ। ବସ୍ତିରେ ବେଆଇନ୍ ଦେଶ ମଦ ତିଆରି ହେଉଥିବା ସ୍ଥାନରେ ଚଢ଼ାଉ କରି ବ୍ୟାପକ ପରିମାଣରେ ପୋଚ ଓ ଦେଶୀ ମଦ ନଷ୍ଟ କରଯାଇଛି। ଘର ଭିତରେ ସିକ୍ରେଟ ଚାମ୍ବର ମିଳିଛି। ଯେଉଁଠି ମଦ ପ୍ରସ୍ତୁତ କରାଯାଉଥିଲା। ମଦ କାରବାର କରାଯାଉଥିବା ସ୍ଥାନରେ ବୁଲଡୋଜର ଲଗାଇ ଚଢ଼ାଉ କରିଛି କମିଶନ୍ରେଟ୍ ପୋଲିସ। ସାଲିଆ ସାହୀରେ ୩ଟି ଦେଶ ମଦ ଭାଟି ଠାବ କରିବା ସହ ଏହାକୁ ଭାଙ୍ଗିବାକୁ ଉଦ୍ୟମ ଆରମ୍ଭ କରିଛି ପୋଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe