ବ୍ରାଉନସୁଗର କାରବାର ବେଳେ ମାଡିବସିଲା ଏସଟିଏଫ୍;୨୫ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

Advertisment

ରାଜଧାନୀରେ ବ୍ରାଉନସୁଗର କାରବାର ବେଳେ ମାଡିବସିଲା ଏସଟିଏଫ୍ । ଏୟାରଫିଲଡ଼ ଥାନା ଅନ୍ତର୍ଗତ ଲବଣଗିରି ଓ ପାଞ୍ଚଗାଁ ରୋଡ଼ରେ ଚଢ଼ାଉ କରି ବମିଖାଲର ଜ୍ୟୋତିକୃଷ୍ଣ ସାମନ୍ତରାୟଙ୍କୁ ଗିରଫ କରିଛି ଏସଟିଏଫ୍ । ତାଙ୍କ ଠାରୁ ଜବତ ହୋଇଛି ୨୬୩ ଗ୍ରାମ ବ୍ରାଉନସୁଗର । ଜବତ ଧଳାଜହରର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ।

2jpo

Photograph: (kanaknews)

କନକ ବ୍ୟୁରୋ : ରାଜଧାନୀରେ ବ୍ରାଉନସୁଗର କାରବାର ବେଳେ ମାଡିବସିଲା ଏସଟିଏଫ୍ । ଏୟାରଫିଲଡ଼ ଥାନା ଅନ୍ତର୍ଗତ ଲବଣଗିରି ଓ ପାଞ୍ଚଗାଁ ରୋଡ଼ରେ ଚଢ଼ାଉ କରି ବମିଖାଲର ଜ୍ୟୋତିକୃଷ୍ଣ ସାମନ୍ତରାୟଙ୍କୁ ଗିରଫ କରିଛି ଏସଟିଏଫ୍ । ତାଙ୍କ ଠାରୁ ଜବତ ହୋଇଛି ୨୬୩ ଗ୍ରାମ ବ୍ରାଉନସୁଗର । ଜବତ ଧଳାଜହରର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ । ଗରାଖ ବେଶରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ଏସଟିଏଫ୍ । ଗିରଫ ଜ୍ୟୋତିକୃଷ୍ଣ କେଉଁଠାରୁ ଏହି ବ୍ରାଉନସୁଗର ଆଣୁଥିଲେ ଏବଂ କେଉଁ ଠାକୁ ସପ୍ଲାଏ କରୁଥିଲେ, ତାକୁ ନେଇ ଚାଲିଛି ତନାଘନା । ଏନଡିପିଏସ୍ ଆକ୍ଟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe