ହରିଆଣାରେ ପରାଜୟ ପରେ ଝାଡଖଣ୍ଡରେ ଅଣ୍ଟା ଭିଡୁଛି କଂଗ୍ରେସ । ରାଞ୍ଚିରେ ସମ୍ବିଧାନ ସମ୍ମାନ ସମ୍ମିଳନୀ ସଭାରୁ ବିଜେପିକୁ ରାହୁଲଙ୍କ ଟାର୍ଗେଟ୍

କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ରାହୁଲ । ଦେଶର ସମ୍ବିଧାନ ଉପରେ ଆକ୍ରମଣ କରାଯାଉଥିବା ବେଳେ ଏହାର ସୁରକ୍ଷା ପାଇଁ ଏକାଠି ହେବାକୁ ଆହ୍ବାନ କରିଛନ୍ତି ରାହୁଲ । 

VVFSF

କନକ ବ୍ୟୁରୋ :  ହରିୟାଣା ପରାଜୟ ପରେ ଝାଡ଼ଖଣ୍ଡରେ ବିଜୟ ପାଇଁ ଅଣ୍ଟା ଭିଡୁଛି କଂଗ୍ରେସ । ଆଜି ରାଞ୍ଚି ଗସ୍ତରେ ଯାଇ ସମ୍ବିଧାନ ସମ୍ମାନ ସମ୍ମୀଳନୀ କାର୍ୟ୍ୟକ୍ରମକୁ ସମ୍ବାଧିତ କରିଛନ୍ତି ରାହୁଲ ଗାନ୍ଧୀ । କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ରାହୁଲ । ଦେଶର ସମ୍ବିଧାନ ଉପରେ ଆକ୍ରମଣ କରାଯାଉଥିବା ବେଳେ ଏହାର ସୁରକ୍ଷା ପାଇଁ ଏକାଠି ହେବାକୁ ଆହ୍ବାନ କରିଛନ୍ତି ରାହୁଲ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe