କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ଟାର୍ଗେଟ କଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ମୋଦୀଙ୍କ ସ୍ମରଣ ଶକ୍ତି କମ ହେଉଥିବା ଅମରାବତୀ ରାଲିରେ କହିଛନ୍ତି ରାହୁଲ । ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରିବା ସହ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉଦହରଣ ଦେଇ କଟାକ୍ଷ କରିଛନ୍ତି । ସେପଟେ ରାହୁଲଙ୍କ ବୟାନକୁ ଭୟର ଲକ୍ଷଣ କହି ପାଲଟା ଜବାବ ଦେଇଛି ବିଜେପି ।
ମୋଦୀଙ୍କୁ ପୁଣି ଟାର୍ଗେଟ କଲେ ରାହୁଲ ଗାନ୍ଧୀ: ବାଇଡେନଙ୍କ ଉଦାହରଣ ଦେଇ କଲେ କଟାକ୍ଷ...
ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଆକ୍ଷେପ । ଜୋ ବାଇଡେନଙ୍କ ଉଦାହରଣ ଦେଇ ମୋଦୀଙ୍କ ସ୍ମରଣଶକ୍ତି କମୁଥିବା କହିଲେ ରାହୁଲ ଗାନ୍ଧୀ । ସେପଟେ ଅମରାବତୀରେ ରାହୁଲଙ୍କ ବ୍ୟାଗ ଯାଂଚ କଲେ ନିର୍ବାଚନ ଅଧିକାରୀ ।
/kanak/media/media_files/2024/11/16/aQdrxI3T8pkRvirvEqt1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)