ପ୍ରଚାର ମଇଦାନରୁ ଅମ୍ବାନୀ ବାହାଘର ପ୍ରସଙ୍ଗ ଉପରେ ବିଜେପିକୁ ରାହୁଲଙ୍କ ଟାର୍ଗେଟ୍ । କହିଲେ, ଜନତାଙ୍କୁ ଲୁଟି ଶିଳ୍ପପତିଙ୍କୁ ଦାନ କରୁଛନ୍ତି ପ୍ରଧାନମନ୍ତ୍ରୀ

Advertisment

ଆଜି ବାହାଦୂରଗଡରେ ପ୍ରଚାର କରି ରାହୁଲ ଅମ୍ବାନୀ ବାହାଘର କଥା ଉଠାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ସରକାର ଜନତାଙ୍କଠୁ ଲୁଟ କରି ସେହି ଅର୍ଥ ଶିଳ୍ପପତି ବନ୍ଧୁଙ୍କୁ ଉପହାର ଭାବେ ଦେଇଥିବା  ରାହୁଲ ଅଭିଯୋଗ କରିଛନ୍ତି ।

ଆଜି ବାହାଦୂରଗଡରେ ପ୍ରଚାର କରି ରାହୁଲ ଅମ୍ବାନୀ ବାହାଘର କଥା ଉଠାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ସରକାର ଜନତାଙ୍କଠୁ ଲୁଟ କରି ସେହି ଅର୍ଥ ଶିଳ୍ପପତି ବନ୍ଧୁଙ୍କୁ ଉପହାର ଭାବେ ଦେଇଥିବା  ରାହୁଲ ଅଭିଯୋଗ କରିଛନ୍ତି ।

sdffgjsrejg

କନକ ବ୍ୟୁରୋ : ହରିଆଣାରେ ଜୋରଦାର ପ୍ରଚାର କରୁଛି କଂଗ୍ରେସ । ଆଜି ବାହାଦୂରଗଡରେ ପ୍ରଚାର କରି ରାହୁଲ ଅମ୍ବାନୀ ବାହାଘର କଥା ଉଠାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ସରକାର ଜନତାଙ୍କଠୁ ଲୁଟ କରି ସେହି ଅର୍ଥ ଶିଳ୍ପପତି ବନ୍ଧୁଙ୍କୁ ଉପହାର ଭାବେ ଦେଇଥିବା  ରାହୁଲ ଅଭିଯୋଗ କରିଛନ୍ତି । ଆଉ ୩ଦିନ ପରେ ଭୋଟ ପଡିବ । ପ୍ରଚାରକୁ ଅଧିକ ପ୍ରଭାବଶାଲୀ କରିବାକୁ ଉଭୟ ରାହୁଲ ଓ ପ୍ରିୟଙ୍କା ମାରାଥନ ପ୍ରଚାର କରୁଛନ୍ତି । ବାହାଦୂରଗଡରେ ପ୍ରଚାର କରି ବିଜେପି, ଆରଏସଏସସ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe