ଓଡ଼ିଶା ଆସିବେ ରାହୁଲ Photograph: (KanakNews)
କନକ ବ୍ୟୁରୋ : ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ନଭେମ୍ବର, ଡିସେମ୍ବର ମାସରେ ଆସିପାରନ୍ତି ରାହୁଲ ଗାନ୍ଧୀ । ଭୋଟ୍ ଚୋରୀ , ଗରିବୀ, ନାରୀ ସୁରକ୍ଷା ପ୍ରସଙ୍ଗରେ ହେବ କାର୍ଯ୍ୟକ୍ରମରେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ । ତେବେ ରାହୁଲଙ୍କ ଗସ୍ତ ନେଇ ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି ।
Follow Us