କନକ ବ୍ୟୁରୋ : ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ନଭେମ୍ବର, ଡିସେମ୍ବର ମାସରେ ଆସିପାରନ୍ତି ରାହୁଲ ଗାନ୍ଧୀ । ଭୋଟ୍ ଚୋରୀ , ଗରିବୀ, ନାରୀ ସୁରକ୍ଷା ପ୍ରସଙ୍ଗରେ ହେବ କାର୍ଯ୍ୟକ୍ରମରେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ । ତେବେ ରାହୁଲଙ୍କ ଗସ୍ତ ନେଇ ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି ।
ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ନଭେମ୍ବର କିମ୍ବା ଡିସେମ୍ବର ମାସରେ ଆସିପାରନ୍ତି ରାହୁଲ
ଭୋଟ୍ ଚୋରୀ , ଗରିବୀ, ନାରୀ ସୁରକ୍ଷା ପ୍ରସଙ୍ଗରେ ହେବ କାର୍ଯ୍ୟକ୍ରମରେ । ଯୋଗଦେବେ ରାହୁଲ ଗାନ୍ଧୀ ।
/kanak/media/media_files/2025/08/30/rahul-2025-08-30-14-44-05.jpg)