କଟକ ବଡ଼ମ୍ବାରେ ଦେବୀ ମିଶ୍ରଙ୍କୁ ବଡ଼ ଝଟକା । ବିଜେଡି ଛାଡ଼ି ବିଜେପିରେ ମିଶିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି

Advertisment

କଟକ ବଡ଼ମ୍ବାରେ ଦେବୀ ମିଶ୍ରଙ୍କୁ ବଡ଼ ଝଟକା । ବିଜେଡି ଛାଡି ବିଜେପିରେ ମିଶିଲେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି । ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଆଜି ସକାଳୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

Raghupati

କନକ ବ୍ୟୁରୋ : କଟକ ବଡ଼ମ୍ବାରେ ଦେବୀ ମିଶ୍ରଙ୍କୁ ବଡ଼ ଝଟକା । ବିଜେଡି ଛାଡି ବିଜେପିରେ ମିଶିଲେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି । ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଆଜି ସକାଳୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡି ସୁପ୍ରିମୋଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ । ସେ ବିଜେଡି ଛାଡିବା ପରେ ବଡ଼ମ୍ବାରେ ବିଜେଡିକୁ ବଡ଼ ଝଟକା ଲାଗିଛି । 

ବଡ଼ମ୍ବା ନିର୍ବାଚନମଣ୍ଡଳୀ ରାଜନୀତିରେ ନୂଆ ସମୀକରଣ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତକାଲି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ୨୫ରୁ ଅଧିକ ସମିତି ସଭ୍ୟ, ସରପଞ୍ଚ ପୁରୀରେ ଏକାଠି ହୋଇଥିଲେ । ଏହା ପରେ ବିଜେଡିରୁ ଇସ୍ତଫା ଦେଇଥିଲେ ରଘୁପତି । ଆଜି ସହକର୍ମୀଙ୍କ ସହ ସେ ବିଜେପିରେ ମିଶିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe