ଝାଡ଼ୁମରାକୁ କେନ୍ଦ୍ର କରି ଛାତ୍ରଙ୍କୁ ମାଡ଼ ।  ତଦନ୍ତ କରୁଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ

Advertisment

ଝାଡୁ ମରାକୁ କେନ୍ଦ୍ର କରି ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ । ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତରେ ଥିବା ବଣଭୂଇଁ ଆଶ୍ରମ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ ।

Updated On

ଝାଡୁ ମରାକୁ କେନ୍ଦ୍ର କରି ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ । ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତରେ ଥିବା ବଣଭୂଇଁ ଆଶ୍ରମ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ ।

ଅଦ୍ୟତନ ହୋଇଛି
୧୧୧୧୧

Photograph: (KanakNews )

କନକ ବ୍ୟୁରୋ : ଝାଡୁ ମରାକୁ କେନ୍ଦ୍ର କରି ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ । ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତରେ ଥିବା ବଣଭୂଇଁ ଆଶ୍ରମ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ । ଜୋର ଜବରଦସ୍ତ ଘର ଓଳାଇବା ପାଇଁ କହିବା ସହ ସେମାନଙ୍କ କଥା ମାନି ଚଳିବା ପାଇଁ କହିଥିଲେ । ହେଲେ ଘର ନଓଳାଇବାରୁ ଦଶମ ଶ୍ରେଣୀ ଛାତ୍ରମାନେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରମାନଙ୍କୁ ବାଡିରେ ମାଡ଼ ମାରିଥିଲେ। ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅଭିଯୋଗ ପରେ ଅଭିଭାବକଙ୍କୁ ଡାକି ଏକ ବୈଠକ କରାଯାଇ ପିଲାଙ୍କୁ ତାଗିଦ କରାଯାଇଥିଲା । ଜନ ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe