ଫାଟି ଆଁ କଲାଣି ରବି ଋତୁର ଧାନ କ୍ଷେତ, ବିଦ୍ୟୁତ୍ ସରବରାହ ବନ୍ଦ, ଶୁଖିଲା କ୍ଷେତ ଦେଖି ଚାଷୀ ହତାଶ

Advertisment

ବର୍ଷା ନହେଲେ ବି ଚାଷ ହେବ। ମଟର ପାଣିରେ ଫସଲ ବଞ୍ଚିଯିବ। ନିଜ ଜମିରେ ଥିବା ଗଭୀର ନଳକୂପ ଖୋଳି ଉଠାଜଳ ସେଚନ ପ୍ରକଳ୍ପରୁ ପାଣି ମଡ଼ାଇ ଚାଷ ଉତ୍ତାରିବା ଆଶାରେ ରବି ଫସଲ କରିଛନ୍ତି। ପ୍ରାୟ ୬ ଏକର ଜମିରେ ଧାନ ଚାଷ କରିଛନ୍ତି କୁଚିଣ୍ଡା ବ୍ଲକ ରାଉତବାହାଲର ୨ଜଣ ଚାଷୀ। ହେଲେ, ସପ୍ତାହେ ହେବ ଧାନ ବିଲରେ ପାଣି ମାଡ଼ୁନାହିଁ। କେବୁଲ ଫାଟି ଯିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ମଟର ଚାଲୁନି କି ପାଣି ଉଠୁନି, ଫଳରେ ଚାଷ ଉଜୁଡିବାକୁ ବସିଛି। ସବୁଜ ଗଛ ହଳଦିଆ ପଡ଼ିଯାଉଛି ଓ ଜମି ଫାଟି ଆଁ କରିଛି। ଯାହାକୁ ଦେଖି ଚାଷୀ ମନରେ ଛନକା ପଶିଛି।

SOUMYA  - 2026-

କନକ ବ୍ୟୁରୋ : ଉଜୁଡ଼ିଯିବ ରବିଋତୁ ଫସଲ, ଚାଷୀ ମୁହଁରେ ହତାଶର ଚିହ୍ନ। ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ ମଟର ଯୋଗେ ଜଳ ସେଚନ ନହେବାରୁ ଧାନ ଫସଲ ଏବେ ଲାଲ ହୋଇ ଯାଉଥିବା ବେଳେ ଜମି ଫାଟି ଆଁ କରୁଛି। ଏନେଇ ବିଭାଗୀୟ ଏସଡିଓ କହନ୍ତି, ଅଭିଯୋଗ ପାଇଛୁ, କେବୁଲ ସମସ୍ୟା ହୋଇଛି, ସମସ୍ୟା ତାଙ୍କ ହାତରେ ନାହିଁ, ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଛୁ। ଯଥା ଶୀଘ୍ର ସମସ୍ୟା ର ସମାଧାନ କରାଯିବ।

ବର୍ଷା ନହେଲେ ବି ଚାଷ ହେବ। ମଟର ପାଣିରେ ଫସଲ ବଞ୍ଚିଯିବ। ନିଜ ଜମିରେ ଥିବା ଗଭୀର ନଳକୂପ ଖୋଳି ଉଠାଜଳ ସେଚନ ପ୍ରକଳ୍ପରୁ ପାଣି ମଡ଼ାଇ ଚାଷ ଉତ୍ତାରିବା ଆଶାରେ ରବି ଫସଲ କରିଛନ୍ତି। ପ୍ରାୟ ୬ ଏକର ଜମିରେ ଧାନ ଚାଷ କରିଛନ୍ତି କୁଚିଣ୍ଡା ବ୍ଲକ ରାଉତବାହାଲର ୨ଜଣ ଚାଷୀ। ହେଲେ, ସପ୍ତାହେ ହେବ ଧାନ ବିଲରେ ପାଣି ମାଡ଼ୁନାହିଁ। କେବୁଲ ଫାଟି ଯିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ମଟର ଚାଲୁନି କି ପାଣି ଉଠୁନି, ଫଳରେ ଚାଷ ଉଜୁଡିବାକୁ ବସିଛି। ସବୁଜ ଗଛ ହଳଦିଆ ପଡ଼ିଯାଉଛି ଓ ଜମି ଫାଟି ଆଁ କରିଛି। ଯାହାକୁ ଦେଖି ଚାଷୀ ମନରେ ଛନକା ପଶିଛି।

 ବିଦ୍ୟୁତ ସରବରାହ ବନ୍ଦ ନେଇ ବିଦ୍ୟୁତ୍‌ ବିତରଣକାରୀ ସଂସ୍ଥାକୁ ଅବଗତ କରାଇଛନ୍ତି ଚାଷୀ। ବିଭାଗ ପକ୍ଷରୁ ତଦନ୍ତ କରି ସ୍ପଷ୍ଟ କରାଯାଇଛି ଯେ ପ୍ରକଳ୍ପକୁ କେବୁଲ ଫାଟି ଯାଇଛି, ୮୦୦ ମିଟର କେବୁଲ ପରିବର୍ତ୍ତନ ଜରୁରୀ। ହେଲେ, ଏତେ ପରିମାଣର କେବୁଲ ଯୋଗାଇବା କ୍ଷମତା କୁଚିଣ୍ଡା ଟିପିଡବ୍ଲ୍ୟୁଓଡିଏଲ୍‌ ପାଖରେ ନାହିଁ! ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି, ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ।
ବିଦ୍ୟୁତ୍‌ ବ୍ୟବହାର କରି ମାସକୁ ମାସ ବିଲ୍‌ ଦେଉଛନ୍ତି ଗ୍ରାହକ। ଆଉ ବିଜୁଳି ଭରସାରେ ଧାନ ଚାଷ କରିଛନ୍ତି। ହେଲେ ଚାଷକୁ ପାଣି ଆବଶ୍ୟକ ସମୟରେ ବିଦ୍ୟୁତ୍‌ ପାଇଁ ଉଠା ଜଳସେଚନ ଅଚଳ ହେବା ଏବଂ ବିଦ୍ୟୁତ୍‌ ବିତରଣାକାରୀ ସଂସ୍ଥା ନିଜର ଅସହାୟତା ପ୍ରକାଶ କରିବା ନିହାତି ଆଲୋଚନାର ପ୍ରସଙ୍ଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe