ଟ୍ରାଫିକ୍ କନଷ୍ଟେବଳ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ; ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ

ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଟ୍ରାଫିକ୍ କନଷ୍ଟେବଳ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ଖୋଦ୍ ପରୀକ୍ଷାର୍ଥୀ । 

trafic

କନକ ବ୍ୟୁରୋ: ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଟ୍ରାଫିକ୍ କନଷ୍ଟେବଳ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ଖୋଦ୍ ପରୀକ୍ଷାର୍ଥୀ । 

ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁସାରେ, ପ୍ରଶ୍ନପତ୍ର ଦିଆଯିବା ପୂର୍ବରୁ କଟାଯାଇଥିଲା ସିଲ୍ । ପିଲାଙ୍କ ଆଗରେ ପ୍ରଶ୍ନପତ୍ର ଖୋଲାଯିବା ନିୟମ ଥିବାବେଳେ ପୂର୍ବରୁ ହିଁ ସିଲ ଖୋଲାଯାଇଥିଲା । ପ୍ରମାଣ ପାଇଁ ୨ – ୩ ଜଣ ପିଲାଙ୍କ ସିଗ୍ନେଚର ନେବାର ବି ନିୟମ ଥିବାବେଳେ ତାହା ବି ହୋଇନଥିଲା । ବାରିପଦା ମହିଳା ଉଚ୍ଚ ମହାବିଦ୍ୟାଳୟରେ ହୋଇଥିଲା ଟ୍ରାଫିକ୍ କନଷ୍ଟେବଳ ପରୀକ୍ଷା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe