କନକ ବ୍ୟୁରୋ: ଆଜି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ବାହାଘର । ରାଜସ୍ଥାନ ଜୟପୁରରେ ଆଇଟି ପ୍ରଫେସନାଲ ଭେଙ୍କେଟେଶ ସାଇଙ୍କ ହାତ ଧରିବେ ସିନ୍ଧୁ । ଦକ୍ଷିଣ ଭାରତ ରିତିନୀତି ହେବ ବାହାଘର । ୨୪ରେ ହାଇଦ୍ରା ବାଦରେ ରିସେପସନ ପାର୍ଟି । ନିକଟରେ ସିନ୍ଧୁ ବାହାଘର ଖବର ମିଡିଆରେ ପ୍ରକାଶ କରିଥିଲେ । ଏଥିସହ ନିକଟରେ ତାଙ୍କ ନିର୍ବନ୍ଧ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରି ଖୁସି ପ୍ରକାଶ କରିଥିଲେ । ଭାବି ସ୍ବାମୀଙ୍କ ସହ ଯାଇ ଖେଳ ଜଗତର ଜଣାଶୁଣା ବ୍ୟକ୍ତିତ୍ବଙ୍କୁ ନିମନ୍ତ୍ରଣ ପତ୍ର ଦେଉଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।
ବିବାହ ବନ୍ଧନରେ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ; ଭେଙ୍କଟେଶ ସାଇ ହେଲେ ଜୀବନସାଥୀ
ଆଜି ଷ୍ଟାର ବ୍ୟାଡମିଣ୍ଟନ ଖେଳାଳୀ ପିଭି ସିନ୍ଧୁଙ୍କ ବାହାଘର। ରାଜସ୍ଥାନ ଜୟପୁରରେ ଆଇଟି ପ୍ରଫେସନାଲ ଭେଙ୍କେଟେଶ ସାଇଙ୍କ ହାତ ଧରିବେ ସିନ୍ଧୁ । ଦକ୍ଷିଣ ଭାରତ ରିତିନୀତି ହେବ ବାହାଘର ।୨୪ରେ ହାଇଦ୍ରବାଦରେ ରିସେପସନ ପାର୍ଟି।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)