କନକ ବ୍ୟୁରୋ:  ପୁରୀ  ଶରଧାବାଲି ଦଳଚକଟା ଘଟଣା ।  ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର ।  ପୁରୀ ଶରଧାବାଲି ଦଳାଚକଟା  ଘଟଣାରେ ତଦନ୍ତ ପରେ  ରିପୋର୍ଟ ପ୍ରଦାନ କଲେ ।  ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ  ଦେଲେ  ଅନୁ ଗର୍ଗ ।  

Advertisment

ଶରଧା ବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ଏହାର ଡେଡଲାଇନ ଶେଷ ହୋଇଛି ।  ସୂଚନାମୁତାବକ, ରଥଯାତ୍ରାରେ ସମୟରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା ।