ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ: ପାର୍କିଂରୁ ଖସିପଡିଲା ଗାଡି, ଡ୍ରାଇଭର ଗୁରୁତର ଆହତ

ଗାଡ଼ି ସହ ତଳକୁ ଖସିପଡିଥିଲେ ଡ୍ରାଇଭର । ଏହାପରେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅସାବଧାନତା ଯୋଗୁଁ ଗାଡି ତଳକୁ ଖସିପଡିଥିବା କୁହାଯାଉଛି । 

70

Photograph: (kanak news)

କନକ ବ୍ୟୁରୋ: ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ । ପାର୍କିଂରୁ ଖସିପଡିଲା ଗାଡି, ଡ୍ରାଇଭର ଗୁରୁତର ଆହତ । ଶ୍ରୀସେତୁ ସଂଲଗ୍ନ ଜଗନ୍ନାଥ ବଲ୍ଲଭ ପାର୍କିଂରେ କାର୍ ପାର୍କିଂ କରିବା ବେଳେ ଅଘଟଣ ଘଟିଛି । ଗାଡ଼ି ସହ ତଳକୁ ଖସିପଡିଥିଲେ ଡ୍ରାଇଭର । ଏହାପରେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅସାବଧାନତା ଯୋଗୁଁ ଗାଡି ତଳକୁ ଖସିପଡିଥିବା କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe