କନକ ବ୍ୟୁରୋ: ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ । ପାର୍କିଂରୁ ଖସିପଡିଲା ଗାଡି, ଡ୍ରାଇଭର ଗୁରୁତର ଆହତ । ଶ୍ରୀସେତୁ ସଂଲଗ୍ନ ଜଗନ୍ନାଥ ବଲ୍ଲଭ ପାର୍କିଂରେ କାର୍ ପାର୍କିଂ କରିବା ବେଳେ ଅଘଟଣ ଘଟିଛି । ଗାଡ଼ି ସହ ତଳକୁ ଖସିପଡିଥିଲେ ଡ୍ରାଇଭର । ଏହାପରେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅସାବଧାନତା ଯୋଗୁଁ ଗାଡି ତଳକୁ ଖସିପଡିଥିବା କୁହାଯାଉଛି ।
ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ: ପାର୍କିଂରୁ ଖସିପଡିଲା ଗାଡି, ଡ୍ରାଇଭର ଗୁରୁତର ଆହତ
ଗାଡ଼ି ସହ ତଳକୁ ଖସିପଡିଥିଲେ ଡ୍ରାଇଭର । ଏହାପରେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅସାବଧାନତା ଯୋଗୁଁ ଗାଡି ତଳକୁ ଖସିପଡିଥିବା କୁହାଯାଉଛି ।
/kanak/media/media_files/2025/08/24/70-2025-08-24-14-06-39.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)