କନକବ୍ୟୁରୋ : ପୁରୀ ଅଠରନଳା ପୁରୁଣା ପୋଲ ତଳୁ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ । ଯୁବକ ପୋଲ ଉପରେ ବସି ରହିଥିବାବେଳେ ଅସାବଧନତା ଯୋଗୁଁ ପୋଲ ତଳୁ ଖସିପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଯୁବକର ପରିଚୟ ମିଳିପାରି ନାହିଁ ।
ପୁରୀ ଅଠରନଳାରେ ଅଘଟଣ : ପୁରୁଣା ପୋଲ ଉପରୁ ଖସି ପଡି ଯୁବକଙ୍କ ମୃତ୍ୟୁ
ପୁରୀ ଅଠରନଳା ପୁରୁଣା ପୋଲ ତଳୁ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ । ଯୁବକ ପୋଲ ଉପରେ ବସି ରହିଥିବାବେଳେ ଅସାବଧନତା ଯୋଗୁଁ ପୋଲ ତଳୁ ଖସିପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ
/kanak/media/media_files/2025/02/25/rhamZUOcn6Lsv0Fv56eo.jpg)