କନକ ବ୍ୟୁରୋ : ପୁଣି ବିବାଦରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଅପରେସନ ସିନ୍ଦୂରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀ ଏବେ ବିବାଦର ରୂପ ନେଇଛି । ଏକ କାର୍ଯ୍ୟକ୍ରମରେ ମାନ୍ କହିଥିଲେ ବିଜେପି ଘର ଘର ବୁଲି ସିନ୍ଦୂର ବାଣ୍ଟୁଛି । ମହିଳା ମାନେ କ’ଣ ମୋଦୀଙ୍କ ନାଁରେ ସିନ୍ଦୂରର ଲଗାଇବେ ? ଇଏ କ’ଣ ଦଳର ଗୋଟିଏ ଦେଶ ଗୋଟିଏ ସ୍ବାମୀ ଯୋଜନା କି ବୋଲି ପ୍ରଶ୍ନ କରିଥିଲେ ମାନ । ପଞ୍ଜାବ ପ୍ରଦେଶ ବିଜେପି ଏହି ଭିଡିଓ ଜାରି କରି ମାନଙ୍କ ଇସ୍ତଫା ଦାବି କରିଛି । ଏଭଳି ବୟାନ ସମସ୍ତ ସୀମାକୁ ପାର କରିଛି କହି ଇସ୍ତଫା ମାଗିଛି ଦଳ ।
ଅପରେସନ ସିନ୍ଦୂର ପ୍ରସଙ୍ଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିବଦୀୟ ବୟାନ, ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ମାନଙ୍କ ଆପତ୍ତିଜନକ ଟିପ୍ପଣୀ
ଅପରେସନ ସିନ୍ଦୂରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀ ଏବେ ବିବାଦର ରୂପ ନେଇଛି । ଏକ କାର୍ଯ୍ୟକ୍ରମରେ ମାନ୍ କହିଥିଲେ ବିଜେପି ଘର ଘର ବୁଲି ସିନ୍ଦୂର ବାଣ୍ଟୁଛି । ମହିଳା ମାନେ କ’ଣ ମୋଦୀଙ୍କ ନାଁରେ ସିନ୍ଦୂରର ଲଗାଇବେ ?
/kanak/media/media_files/2025/06/03/Ick8mgSVgqulXyhmZw7t.jpg)