ଆପ୍ ବିଧାୟକଙ୍କୁ ଗୁଳି; ଯୁକ୍ତିତର୍କ ପରେ ଗୁଳି ମାରିଲେ ଅକାଳି ଦଳ ନେତା

Advertisment

ପଞ୍ଜାବରେ ଆପ ବିଧାୟକଙ୍କୁ ଗୁଳି । ଯୁକ୍ତିତର୍କ ପରେ ଆପ୍ ନେତା ଜଗଦୀପ କୁମ୍ବଜଙ୍କୁ ଗୁଳି କଲେ ଅକାଳୀ ଦଳ ନେତା ଭରଦେବ ସିଂ ମନ୍ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

ପଞ୍ଜାବରେ ଆପ ବିଧାୟକଙ୍କୁ ଗୁଳି । ଯୁକ୍ତିତର୍କ ପରେ ଆପ୍ ନେତା ଜଗଦୀପ କୁମ୍ବଜଙ୍କୁ ଗୁଳି କଲେ ଅକାଳୀ ଦଳ ନେତା ଭରଦେବ ସିଂ ମନ୍ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

53aap

କନକ ବ୍ୟୁରୋ: ପଞ୍ଜାବ ଆପ ବିଧାୟକଙ୍କୁ ଗୁଳି। ଆପ ନେତା ଜଗଦୀପ କୁମ୍ବଜଙ୍କୁ ଗୁଳି ମାଡ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଅକାଳୀ ଦଳ ନେତା ଭରଦେବ ସିଂ ମନ ଗୁଳି କରିଥିବା ନେଇ ଅଭିଯୋଗ ହୋଇଛି। ଭଭୟ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଗୁଳିମାଡ ହୋଇଥିବା ସୂଚନା ମଳିଛି। ବିଡିଓ ଅଫିସରେ ଏଭି ଗୁଳିକାଣ୍ଡ ଘଟିଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe