ମାଲକାନଗିରିରେ ଲକ୍ଷ୍ମୀ ବସ୍ ସେବାକୁ ବିରୋଧ । ଆଜିଠୁ ଘରୋଇ ବସ୍ ଚଳାଚଳ ବନ୍ଦ ।

ମାଲକାନଗିରିରେ ଲକ୍ଷ୍ମୀ ବସ୍ ସେବାକୁ ବିରୋଧ । ଆଜିଠୁ ଘରୋଇ ବସ୍ ଚଳାଚଳ ବନ୍ଦ । ଏସି ବସ୍ ସେବା ଯୋଗୁଁ ଘରୋଇ ମାଲିକ କ୍ଷତି ସହୁଥିବା ଅଭିଯୋଗ ।

laxmi bus

କନକ ବ୍ୟୁରୋ: ଥମୁନି ଲକ୍ଷ୍ମୀ ବସ୍ ବିବାଦ । ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ମାଲକାନଗିରିରେ ବସ୍ ଚଳାଚଳ ସମ୍ପୁର୍ଣ୍ଣ ଠପ୍ ହୋଇପଡିଛି । ଗତ ଅଗଷ୍ଟ ପ୍ରଥମରୁ ବିଭିନ୍ନ ଜିଲ୍ଲାରେ ଏସି ସେବା ବନ୍ଦ ହୋଇଥିଲା । ଅଗଷ୍ଟ ୨୧ରୁ କେବଳ ମାଲକାନଗିରି ଜିଳ୍ଲାରେ ପୁଣି ଲକ୍ଷ୍ମୀ ଏସି ସେବା ଅରମ୍ଭ ହୋଇଥିଲା । ହେଲେ ଏବେ ଏହି ଲକ୍ଷ୍ମୀ ଏସି ବସ୍ ସେବାକୁ ବିରୋଧ କରି ଜିଲ୍ଲାର ସମସ୍ତ ଘରୋଇ ବସ ଚଳାଚଳ ଆଜିଠାରୁ ବନ୍ଦ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe