ସୁନ୍ଦରଗଡ଼ରେ ବିସ୍ଥାପିତଙ୍କ ଖଣି ବନ୍ଦ ଆନ୍ଦୋଳନ: ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ଓ ଜଙ୍ଗଲ ଜମି ପଟ୍ଟା ଦାବିରେ ବିକ୍ଷୋଭ

Advertisment

ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ ଦାବିରେ ହେମଗିରି ଥାନା ସାନଘୁମୁଡ଼ା, ଡୁଲିଙ୍ଗା ଓ ମନୋହରପୁର ବିସ୍ଥାପିତମାନେ ବିକ୍ଷୋଭ କରିଛନ୍ତି । ଓସିପିଏଲ କୋଇଲା ଖଣି ସମ୍ମୁଖରେ ଧାରଣା ଓ ଖଣି ବନ୍ଦ କରିଛନ୍ତି ।

ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ ଦାବିରେ ହେମଗିରି ଥାନା ସାନଘୁମୁଡ଼ା, ଡୁଲିଙ୍ଗା ଓ ମନୋହରପୁର ବିସ୍ଥାପିତମାନେ ବିକ୍ଷୋଭ କରିଛନ୍ତି । ଓସିପିଏଲ କୋଇଲା ଖଣି ସମ୍ମୁଖରେ ଧାରଣା ଓ ଖଣି ବନ୍ଦ କରିଛନ୍ତି ।

dswwwewwe

Photograph: (KANAK NEWS)

କନକ ବ୍ୟୁରୋ: ସୁନ୍ଦରଗଡ଼ରେ ବିସ୍ଥାପିତଙ୍କ ଖଣି ବନ୍ଦ ଆନ୍ଦୋଳନ । ବିସ୍ଥାପିତ ପରିବାରର ଝିଅମାନଙ୍କୁ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ପ୍ରଦାନ ଏବଂ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନ କରିଛନ୍ତି । ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ ଦାବିରେ ହେମଗିରି ଥାନା ସାନଘୁମୁଡ଼ା, ଡୁଲିଙ୍ଗା ଓ ମନୋହରପୁର ବିସ୍ଥାପିତମାନେ ବିକ୍ଷୋଭ କରିଛନ୍ତି । ଓସିପିଏଲ କୋଇଲା ଖଣି ସମ୍ମୁଖରେ ଧାରଣା ଓ ଖଣି ବନ୍ଦ କରିଛନ୍ତି । ଫଳରେ କୋଇଲା ଉତ୍ତୋଳନ ଓ ପରିବହନ ପ୍ରଭାବିତ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe