ରାଜଧାନୀରେ ଉଠା ଦୋକାନ ଉଚ୍ଛେଦକୁ ବିରୋଧ : ପ୍ରଥମେ ବ୍ୟବସ୍ଥା କର ପରେ ଉଚ୍ଛେଦ କରିବା ନେଇ ବ୍ୟବସାୟୀ ସଂଘର ଦାବି

Advertisment

ରାଜଧାନୀରେ ବିଏମସି ଓ ବିଡିଏର ଉଚ୍ଛେଦ ନୀତିକୁ ବିରୋଧ ।  ଉଠା ଦୋକାନୀ ଆଇନ ନମାନି ଅମାନୁଷିକ ଭାବେ ଦୋକାନିଙ୍କୁ ଉଚ୍ଛେଦ କରାଯାଉଥିବା ଅଭିଯୋଗ ହୋଇଛି  । ଯାହାର ପ୍ରତିବାଦରେ ଆଜି ବିଏମସିର  ଉତ୍ତର ଜୋନ ଅଫିସ ଘେରାଉ କରିଛି  ଉଠା ଦୋକନି ସଂଘ

ରାଜଧାନୀରେ ବିଏମସି ଓ ବିଡିଏର ଉଚ୍ଛେଦ ନୀତିକୁ ବିରୋଧ ।  ଉଠା ଦୋକାନୀ ଆଇନ ନମାନି ଅମାନୁଷିକ ଭାବେ ଦୋକାନିଙ୍କୁ ଉଚ୍ଛେଦ କରାଯାଉଥିବା ଅଭିଯୋଗ ହୋଇଛି  । ଯାହାର ପ୍ରତିବାଦରେ ଆଜି ବିଏମସିର  ଉତ୍ତର ଜୋନ ଅଫିସ ଘେରାଉ କରିଛି  ଉଠା ଦୋକନି ସଂଘ

utha dokjani

utrha dokani Photograph: (utha dokani )

କନକବ୍ୟୁରୋ :  ରାଜଧାନୀରେ ବିଏମସି ଓ ବିଡିଏର ଉଚ୍ଛେଦ ନୀତିକୁ ବିରୋଧ ।  ଉଠା ଦୋକାନୀ ଆଇନ ନମାନି ଅମାନୁଷିକ ଭାବେ ଦୋକାନିଙ୍କୁ ଉଚ୍ଛେଦ କରାଯାଉଥିବା ଅଭିଯୋଗ ହୋଇଛି  ।   ଯାହାର ପ୍ରତିବାଦରେ ଆଜି ବିଏମସିର  ଉତ୍ତର ଜୋନ ଅଫିସ ଘେରାଉ କରିଛି  ଉଠା ଦୋକନି ସଂଘ। ଶହଶହ ସଂଖ୍ୟାରେ ଦୋକାନି ଏକାଠି ହେବା   ସହ ପଦଯାତ୍ରାରେ ଆସି ବିଏମସି ଜୋନ ଅଫିସ ଘେରାଉ କରିଛନ୍ତି  ।   ପ୍ରଥମେ ଥଇଥାନ ଏବଂ ପରେ ଉଚ୍ଛେଦ କରିବାକୁ ଦାବି ହୋଇଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe