କନକବ୍ୟୁରୋ : ରାଜଧାନୀରେ ବିଏମସି ଓ ବିଡିଏର ଉଚ୍ଛେଦ ନୀତିକୁ ବିରୋଧ । ଉଠା ଦୋକାନୀ ଆଇନ ନମାନି ଅମାନୁଷିକ ଭାବେ ଦୋକାନିଙ୍କୁ ଉଚ୍ଛେଦ କରାଯାଉଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଆଜି ବିଏମସିର ଉତ୍ତର ଜୋନ ଅଫିସ ଘେରାଉ କରିଛି ଉଠା ଦୋକନି ସଂଘ। ଶହଶହ ସଂଖ୍ୟାରେ ଦୋକାନି ଏକାଠି ହେବା ସହ ପଦଯାତ୍ରାରେ ଆସି ବିଏମସି ଜୋନ ଅଫିସ ଘେରାଉ କରିଛନ୍ତି । ପ୍ରଥମେ ଥଇଥାନ ଏବଂ ପରେ ଉଚ୍ଛେଦ କରିବାକୁ ଦାବି ହୋଇଛି ।
ରାଜଧାନୀରେ ଉଠା ଦୋକାନ ଉଚ୍ଛେଦକୁ ବିରୋଧ : ପ୍ରଥମେ ବ୍ୟବସ୍ଥା କର ପରେ ଉଚ୍ଛେଦ କରିବା ନେଇ ବ୍ୟବସାୟୀ ସଂଘର ଦାବି
ରାଜଧାନୀରେ ବିଏମସି ଓ ବିଡିଏର ଉଚ୍ଛେଦ ନୀତିକୁ ବିରୋଧ । ଉଠା ଦୋକାନୀ ଆଇନ ନମାନି ଅମାନୁଷିକ ଭାବେ ଦୋକାନିଙ୍କୁ ଉଚ୍ଛେଦ କରାଯାଉଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଆଜି ବିଏମସିର ଉତ୍ତର ଜୋନ ଅଫିସ ଘେରାଉ କରିଛି ଉଠା ଦୋକନି ସଂଘ
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)