କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୬ଟି ପ୍ରସ୍ତାବକୁ କ୍ୟାବିନେଟ୍ରେ ମଞ୍ଜୁରି ଦିଆଯାଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି ହୋଇଛି । ୧୧.୨୫ ପ୍ରତିଶତ ଆସନ ସଂରକ୍ଷଣ ନେଇ ବ୍ୟବସ୍ଥା କରାଯାଇଛି । ସ୍ନାତକ, ସ୍ନାତକୋତ୍ତର କ୍ଷେତ୍ରରେ ଲାଗୁ ହେବ । ୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ସାମାଜିକ ଓ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଯୁକ୍ତଦୁଇ, ଯୁକ୍ତତିନି ଓ ବିଶ୍ବବିଦ୍ୟାଳୟ ସ୍ତରରେ ଲାଗୁ ହେବ । ଏସଟିଙ୍କ ପାଇଁ ୨୨.୫ ପ୍ରତିଶତ ସଂରକ୍ଷଣ । ଏସସିଙ୍କ ପାଇଁ ୧୬.୨୫ ପ୍ରତିଶତ ସଂରକ୍ଷଣ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୫ପ୍ରତିଶତ ସଂରକ୍ଷଣ । ଏସ୍ସି,ଏସ୍ଟି, ଦିବ୍ୟାଙ୍ଗଙ୍କ ପାଇଁ ପୂର୍ବଭଳି ରହିବ ସଂରକ୍ଷଣ । ରାଜ୍ୟ କ୍ୟାବିନେଟ୍ରେ ନିଆଗଲା ବଡ ନିଷ୍ପତ୍ତି
ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ, ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୬ଟି ପ୍ରସ୍ତାବକୁ କ୍ୟାବିନେଟ୍ରେ ମଞ୍ଜୁରି ଦିଆଯାଇଛି ।
/kanak/media/media_files/2025/05/14/Rg68Sqd3IK9UozYfq75A.jpg)