ପାକିସ୍ତାନ ପାଇଁ ବଢ଼ି ବଢ଼ି ଚାଲିଛି ଅସୁବିଧା,  ପାଣି ପରେ ଏବେ ଔଷଧ ଚିନ୍ତା

Advertisment

ପାକିସ୍ତାନର ଔଷଧ ନିୟନ୍ତ୍ରକ ସଂସ୍ଥା ଡିଆରଏପିର ବୟାନ । ଔଷଧ ଯୋଗାଣ ପାଇଁ କରାଯିବ ସବୁ ପ୍ରକାର ବ୍ୟବସ୍ଥା ।

ପାକିସ୍ତାନର ଔଷଧ ନିୟନ୍ତ୍ରକ ସଂସ୍ଥା ଡିଆରଏପିର ବୟାନ । ଔଷଧ ଯୋଗାଣ ପାଇଁ କରାଯିବ ସବୁ ପ୍ରକାର ବ୍ୟବସ୍ଥା ।

ପାକିସ୍ତାନ: ପାଣି ପରେ ଏବେ ଔଷଧ ଚିନ୍ତା

ପାକିସ୍ତାନ: ପାଣି ପରେ ଏବେ ଔଷଧ ଚିନ୍ତା Photograph: (kanak news)

କନକ ବ୍ୟୁରୋ: ପାକିସ୍ତାନ ପାଇଁ ଅସୁବିଧା ବଢ଼ି ବଢ଼ି ଚାଲିଛି । ପାଣି ପରେ ଏବେ ଔଷଧ ଚିନ୍ତା । ଭାରତ ସହ ସବୁ ପ୍ରକାର ବାଣିଜ୍ୟିକ କାରବାର ବନ୍ଦ ପରେ ଏବେ ପାକିସ୍ତାନରେ ଭାଳେଣି ପଡ଼ିଛି।

ପାକିସ୍ତାନୀ ଗଣମାଧ୍ୟମ ଜିଓ ନିଓଜ୍ ଖବର ପ୍ରସାରଣ କରିଛି ଯେ, ଔଷଧ ଯୋଗାଣ ପାଇଁ ପାକିସ୍ତାନ ସରକାର ଲାଗିପଡ଼ିଛନ୍ତି। ପାକିସ୍ତାନର ଔଷଧ ନିୟନ୍ତ୍ରକ ସଂସ୍ଥା ଡିଆରଏପି କହିଛି ଯେ, କିପରି ଦେଶରେ ଔଷଧ ଯୋଗାଣ ବ୍ୟାହତ ହେବନି, ସେଥିପ୍ରତି ଧ୍ୟାନ ଦିଆଯାଉଛି । ଭାରତରୁ ବହୁ ଔଷଧ ପାକିସ୍ତାନକୁ ଯାଇଥାଏ । ହେଲେ ଏବେକାର ସ୍ଥିତିରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ବନ୍ଦ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe