ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଟିକେଟ କାଉଣ୍ଟରକୁ ନେଇ ସମସ୍ୟା । ଟିକେଟ କାଉଣ୍ଟର କରିବା ପାଇଁ ଦାବି

Advertisment

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଟିକେଟ କାଉଣ୍ଟରକୁ ନେଇ ସମସ୍ୟା। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଟିକେଟ ଦେବା ପାଇଁ କାଉଣ୍ଟର ସଂଖ୍ୟା ପୂର୍ବ ଭଳି ରହିଛି। ବର୍ତ୍ତମାନ ଏମକେସିଜି ମେଡ଼ିକାଲର ଓପିଡ଼ି ସେବା ପାଇଁ ରହିଛି ମାତ୍ର ୬ଟି କାଉଣ୍ଟର।

mkcg

କନକ ବ୍ୟୁରୋ : ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଟିକେଟ କାଉଣ୍ଟରକୁ ନେଇ ସମସ୍ୟା। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଟିକେଟ ଦେବା ପାଇଁ କାଉଣ୍ଟର ସଂଖ୍ୟା ପୂର୍ବ ଭଳି ରହିଛି। ବର୍ତ୍ତମାନ ଏମକେସିଜି ମେଡ଼ିକାଲର ଓପିଡ଼ି ସେବା ପାଇଁ ରହିଛି ମାତ୍ର ୬ଟି କାଉଣ୍ଟର। ଆଉ ଏହି କାଉଣ୍ଟରରୁ ଟିକେଟ ଖଣ୍ଡେ ପାଇବା ପାଇଁ ଲାଗୁଛି ଲମ୍ବା ଲାଇନ। ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକେ ଧାଡ଼ିରେ ଠିଆ ହୋଇ ବିଭିନ୍ନ ବିଭାଗରେ ଚିକିତ୍ସା ପାଇଁ ଟିକେଟ ନେଇଥାନ୍ତି। ସୁପରସ୍ପେସିଆଲିଟି ସହ ବିଭିନ୍ନ ବିଭାଗର ଓପିଡ଼ି ଟିକେଟ ଗୋଟିଏ ସ୍ଥାନରେ ହିଁ ମିଳୁଥିବାରୁ ଏଭଳି ଭିଡ଼ ଦେଖିବାକୁ ମିଳୁଛି। ଏହାର ସମାଧାନ ପାଇଁ ଅଧିକ ଟିକେଟ କାଉଣ୍ଟର କରିବା ପାଇଁ ଦାବି କରିଛନ୍ତି ରୋଗୀର ସମ୍ପର୍କୀୟ ଓ ସହରବାସୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe