କନକ ବ୍ୟୁରୋ : ଦଶହରାବେଳେଗଡ଼ିନପାରେଘରୋଇବସ୍ ।ଆସନ୍ତାକାଲିସଂଧ୍ୟାରୁ୨୪ଘଣ୍ଟାପର୍ଯ୍ୟନ୍ତଦକ୍ଷିଣଓପଶ୍ଚିମଓଡ଼ିଶାରେଘରୋଇବସ୍ଚଳାଚଳବନ୍ଦଡାକରାଦିଆଯାଇଛି ।କାଲିସଂଧ୍ୟା୭ଟାରୁ୮ତାରିଖସଂଧ୍ୟାପର୍ଯ୍ୟନ୍ତଘରୋଇବସ୍ମାଲିକସଂଘବନ୍ଦଡାକରାଦେଇଛି ।
ପୁଣିଥରେଲକ୍ଷ୍ମୀବସକୁରାଜ୍ୟସରକାରବ୍ଲକଠାରୁଜିଲ୍ଲାମୁଖ୍ୟାଳୟପର୍ଯ୍ୟନ୍ତଚଳାଚଳପାଇଁବିଜ୍ଞପ୍ତିଜାରିକରିଛନ୍ତି ।ଏହାକୁବିରୋଧକରିଛିଘରୋଇବସ୍ମାଲିକସଂଘ ।ଏହା ଦ୍ୱାରାସରକାରକ୍ଷତିସହିବେବୋଲିଘରୋଇବସ୍ମାଲିକସଂଘକହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/hp7wTiklpmK2kdiG78w8.jpg)