କଂଗ୍ରେସକୁ କଡା ଭାଷାରେ ସମାଲୋଚନା କଲେ ପୃଥ୍ଵୀରାଜ ହରିଚନ୍ଦନ । କହିଲେ, କଂଗ୍ରେସ ଦେଶ, ବିକାଶ ଓ ଜନ ବିରୋଧୀ..

Advertisment

ପୃଥ୍ଵୀରାଜ ହରିଚନ୍ଦନଙ୍କ କଂଗ୍ରେସକୁ କଡା ଭାଷାରେ ସମାଲୋଚନା । କହିଲେ, କଂଗ୍ରେସ ଦେଶ, ବିକାଶ ଓ ଜନ ବିରୋଧୀ । ଡିଜି ଏବଂ ଆଇଜି କଂଫରେନ୍ସ ପାଇଁ ଓଡ଼ିଶା ଉପରେ ରହିଛି ସାରା ଦେଶର ନଜର । କଂଗ୍ରେସ ଛାମୁଆ ସଂଗଠନର ବାଚାଳାମି ଦୁର୍ଭାଗ୍ୟଜନକ ।

CONGRESS

କନକ ବ୍ୟୁରୋ: କଂଗ୍ରେସକୁ କଡା ଭାଷାରେ ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। କଂଗ୍ରେସ, ଦେଶ, ବିକାଶ ଓ ଜନ ବିରୋଧୀ ବୋଲି କହିଛି ବିଜେପି । ଏପରିକି କଂଗ୍ରେସ ଧ୍ବଂସ ଆଡକୁ ଯାଉଥିବା କହିଛି ବିଜେପି । ଡିଜି ଏବଂ ଆଇଜି କଂଫରେନ୍ସ ପ୍ରଥମ ଥର ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ସମସ୍ତ ଡିଜି ଆଇଜି ଉପସ୍ଥିତ ଅଛନ୍ତି ।

ଏଭଳି ଏକ ଗୁରୁତ୍ୱପୂର୍ଣ ସମୟରେ ସମଗ୍ର ଦେଶର ନଜର ଓଡ଼ିଶାରେ ରହିଛି । କଂଗ୍ରେସ ଛାମୁଆ ସଂଗଠନ ବାଚାଳାମି ଆରମ୍ଭ କରିଛି, ଯାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe