କନକ ବ୍ୟୁରୋ: କଂଗ୍ରେସକୁ କଡା ଭାଷାରେ ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। କଂଗ୍ରେସ, ଦେଶ, ବିକାଶ ଓ ଜନ ବିରୋଧୀ ବୋଲି କହିଛି ବିଜେପି । ଏପରିକି କଂଗ୍ରେସ ଧ୍ବଂସ ଆଡକୁ ଯାଉଥିବା କହିଛି ବିଜେପି । ଡିଜି ଏବଂ ଆଇଜି କଂଫରେନ୍ସ ପ୍ରଥମ ଥର ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ସମସ୍ତ ଡିଜି ଆଇଜି ଉପସ୍ଥିତ ଅଛନ୍ତି ।
ଏଭଳି ଏକ ଗୁରୁତ୍ୱପୂର୍ଣ ସମୟରେ ସମଗ୍ର ଦେଶର ନଜର ଓଡ଼ିଶାରେ ରହିଛି । କଂଗ୍ରେସ ଛାମୁଆ ସଂଗଠନ ବାଚାଳାମି ଆରମ୍ଭ କରିଛି, ଯାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/30/pV53xxIkbgMfJeyqELT1.jpg)