""
ନ୍ୟୁଜ୍ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ; ଚାନ୍ଦିପୁର ୩ ନମ୍ବର ଲଞ୍ଚ ପ୍ୟାଡରୁ ହେଲା ପରୀକ୍ଷଣବାଲେଶ୍ୱର ଚାନ୍ଦିପୁରରୁ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ପୃଥ୍ବୀ-୨ କ୍ଷେଣାସ୍ତ୍ରର ପରୀକ୍ଷଣ କରାଯାଇଛି । byAnupama RoutbyAnupama Rout 23 Aug 2024 10:27 IST Link copied!Copy failed!byAnupama RoutbyAnupama Rout 23 Aug 2024 10:27 IST Link copied!Copy failed!