କନକ ବ୍ୟୁରୋ: ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୨୪ତମ ଏପିସୋଡକୁ ସମ୍ବୋଧିତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଖେଳଠୁ ମହାକାଶଯାତ୍ରା, କୃଷି ଠୁ ହସ୍ତତନ୍ତ । ଭାରତୀୟ ମାନେ ପାଉଥିବା ସଫଳତାକୁ ପ୍ରଶଂସା କରିବା ସହ ମନୋବଳ ବଢ଼ାଇଛନ୍ତି । ତେବେ ଆଜିର ଆଲୋଚନରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ପ୍ରସଙ୍ଗ ହେଉଛି ମହାକାଶ ଅଭିଯାନରେ ଭାରତୀୟଙ୍କୁ ସଫଳତା, ଭାରତୀୟ ଛାତ୍ରଛାତ୍ରୀଙ୍କ ଅଲମ୍ପିଆଡରେ କୃତିତ୍ବ, ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ, ହସ୍ତତନ୍ତକଳାରେ ମହିଳାଙ୍କ ଭାଗିଦାରୀ ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏଥିସହ ପ୍ରକୃତିର ସୁରକ୍ଷା, ବନ୍ୟପ୍ରାଣୀଙ୍କ ବୃଦ୍ଧି, କାଲି ପାଇଁ ଆଜି ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି ।
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: ୧୨୪ତମ ମନ୍ କି ବାତରେ ମହାକାଶଠୁ ନେଇ କୃଷି, ହସ୍ତତନ୍ତ ଓ ଶିଳ୍ପ ଉପରେ ଆଲୋଚନା
ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୨୪ତମ ଏପିସୋଡକୁ ସମ୍ବୋଧିତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଖେଳଠୁ ମହାକାଶଯାତ୍ରା, କୃଷି ଠୁ ହସ୍ତତନ୍ତ ।
/kanak/media/media_files/2025/07/27/67-2025-07-27-14-20-01.jpg)